ଓ୍ୱେଷ୍ଟଇଣ୍ଡିଜ୍‌କୁ ୩୦୯ ରନ୍‌ର ଟାର୍ଗେଟ ଦେଲା ଭାରତ

ଓଭାଲ: ଓଭାଲର କୁଇନ୍ ପାର୍କ ଠାରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜ୍ ଆଗରେ ୩୦୯ ରନର ଟାର୍ଗେଟ ରଖିଛି ଭାରତ। ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫୦ ଓଭର ଖେଳି ୭ ଓ୍ୱିକେଟ ବିନିମୟରେ ୩୦୮ ରନ କରିପାରିଥିଲା। କ୍ରିଜ୍‌କୁ ଓହ୍ଲାଇଥିବା ଭାରତୀୟ ଦୁଇ ଓପନର ଶିଖର ଧାଓ୍ୱନ ଓ ଶୁବମାନ ଗିଲ ଚମତ୍କାର ଫର୍ମ ଦେଖାଇଥିଲେ। ଗିଲ୍ ଅର୍ଧଶତକ ହାସଲ କରିବା ପରେ ରନ ଆଉଟ୍ ହୋଇଥିଲେ। […]

CRICKET

CRICKET

Niranjan Mishra
  • Published: Friday, 22 July 2022
  • Updated: 22 July 2022, 10:57 PM IST

Sports

Latest News

ଓଭାଲ: ଓଭାଲର କୁଇନ୍ ପାର୍କ ଠାରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜ୍ ଆଗରେ ୩୦୯ ରନର ଟାର୍ଗେଟ ରଖିଛି ଭାରତ। ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫୦ ଓଭର ଖେଳି ୭ ଓ୍ୱିକେଟ ବିନିମୟରେ ୩୦୮ ରନ କରିପାରିଥିଲା।

କ୍ରିଜ୍‌କୁ ଓହ୍ଲାଇଥିବା ଭାରତୀୟ ଦୁଇ ଓପନର ଶିଖର ଧାଓ୍ୱନ ଓ ଶୁବମାନ ଗିଲ ଚମତ୍କାର ଫର୍ମ ଦେଖାଇଥିଲେ। ଗିଲ୍ ଅର୍ଧଶତକ ହାସଲ କରିବା ପରେ ରନ ଆଉଟ୍ ହୋଇଥିଲେ। ସେ ୫୩ ବଲ୍‌ରେ ୬୪ ରନ୍ କରିଥିଲେ। ଯାହା ଭିତରେ ୨ଟି ଆକର୍ଷଣୀୟ ଛକା ଓ ୬ଟି ଚୌକା ରହିଥିଲା। ସେହିପରି ଧାଓ୍ୱନ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ୯୭ ରନ୍‌ରେ ସେ କ୍ୟାଚ୍ ଆଉଟ ହୋଇଥିଲେ। ଏହି ସ୍କୋର ଭିତରେ ୩ଟି ବିଶାଳ ଛକା ଓ ୧୦ଟି ଚୌକା ରହିଥିଲା। ସେହିପରି ଗିଲ୍‌ଙ୍କ ପରେ ଧାଓ୍ୱନଙ୍କ ସାଥ୍‌ ଦେବାକୁ ଆସିଥିବା ଶ୍ରେୟସ ଆୟର ଅର୍ଦ୍ଧଶତକ କରି ଆଉଟ ହୋଇଥିଲେ। ସେ ୫୭ ବଲ୍‌ରେ ୫୪ ରନ କରିଥିଲେ। ଯାହା ଭିତରେ ୨ଟି ଛକା ଓ ୫ଟି ଚୌକା ରହିଥିଲା। ଏହା ପରଠାରୁ ଭାରତୀୟ ଦଳର ଦୃତ ରନ୍ ହାସଲ କରିବା ବେଗ କମିଥିଲା।

ତାଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ୧୩ ରନ, ସଞ୍ଜୁ ସାମସନ୧୨ ରନ୍‌, ଅକ୍ଷର ପଟେଲ ୨୧ ରନ୍, ଦୀପକ ହୁଦା ୨୭ ରନରେ  ଆଉଟ୍ ହୋଇଥିଲେ।  ଶାର୍ଦୁଳ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ଥିଲେ।

ଦଳୀୟ ସ୍କୋର ୧୧୯ ରନ୍‌ରେ ପ୍ରଥମ ଓ୍ୱିକେଟ ଭାବେ ଗିଲ, ୨୧୩ରେ ରନ୍‌ରେ ଦ୍ୱିତୀୟ ଓ୍ୱିକେଟ ଭାବେ ଧାଓ୍ୱନ, ୨୩୦ରନ୍‌ରେ ତୃତୀୟ ଓ୍ୱିକେଟ ଭାବେ ଶ୍ରେୟସ, ୨୪୭ ରନ୍ ଥିବା ବେଳେ ଚତୁର୍ଥ ଓ୍ୱିକେଟ ଭାବେ ସୂର୍ଯ୍ୟକୁମାର ଆଉଟ ହୋଇଥିଲେ। ୨୫୨ରେ ପଞ୍ଚମ ଓ୍ୱିକେଟ, ୨୯୪ରେ ଷଷ୍ଠ ଓ୍ୱିକେଟ, ୨୯୯ ସପ୍ତମ ଓ୍ୱିକେଟ ଯାଇଥିଲା।

ଇଂଲଣ୍ଡ ପକ୍ଷରୁ ଗୁଡ଼ାକେଶ ମୋତି ଓ ଅଲଜେରି ଯୋସେଫ୍ ୨ଟି ଲେଖାଏଁ, ରୋମାରିଓ ସେଫଡ୍ ଓ  ଆକିଲ୍ ହୋସେନ୍ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

ସୂଚନା ଥାଉକି ଆହତ କାରଣରୁ ଭାରତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ରେ ଖେଳୁନାହାନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଧାଓ୍ୱନ ଅଧିନାୟକ ଦାୟିତ୍ୱ ତୁଲାଉ ଥିବା ବେଳେ ତାଙ୍କ ସହ ଋଷଭ ପନ୍ତ, ହାର୍ଦ୍ଦିକ୍ ପାଣ୍ଡ୍ୟା, କୋହଲି, ଯଶପ୍ରୀତ ବୁମରା ମଧ୍ୟ ଖେଳ ମଇଦାନରୁ ଦୂରେଇ ରହିଛନ୍ତି। ତେଣୁ  ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଖେଳାଳିଙ୍କୁ ଏହି ୩ ଦିବସୀୟ ସିରିଜ୍‌ରେ ସେମାନଙ୍କ ଶ୍ରେଷ୍ଠତା ଦେଖାଇବାର ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story