ଜୁନ୍‌-୨୫ରୁ ଆରମ୍ଭ ହେବ ପ୍ରୋ କବାଡି ଲିଗ୍‌ର ୪ର୍ଥ ସଂସ୍କରଣ

ନୂଆଦିଲ୍ଲୀ:ଜୁନ୍‌ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ୍‌ (ପିକେଏଲ୍‌)ର ଚତୁର୍ଥ ସଂସ୍କରଣ। ଚତୁର୍ଥ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ପୁନେରୀ ପାଲ୍‌ଟନ୍‌କୁ ଭେଟିବ ତେଲ୍‌ଗୁ ଟାଇଟାନ୍ସ। ପ୍ରଥମ ସଂସ୍କରଣରେ ଜୟପୁର ପିଙ୍କ୍‌ ପାନ୍ଥର, ଦ୍ୱିତୀୟ ସଂସ୍କରଣରେ ୟୁ ମୁମ୍ବାଇ ଓ ତୃତୀୟ ସଂସ୍କରଣରେ ପାଟ୍‌ନା ଟାଇଟେଲ ଜିତିଥିଲେ। ଚତୁର୍ଥ ସଂସ୍କରଣର ସେମିଫାଇନାଲର ଜୁଲାଇ ୨୯ରେ ହେବାକୁ ଥିବା ବେଳେ ପ୍ଲେ ଅଫ୍‌ ଓ ଫାଇନାଲ ଜୁଲାଇ ୩୧ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଇରାନ୍‌, […]

pro-kabadi-leage

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 06:42 PM IST

ନୂଆଦିଲ୍ଲୀ:ଜୁନ୍‌ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ୍‌ (ପିକେଏଲ୍‌)ର ଚତୁର୍ଥ ସଂସ୍କରଣ। ଚତୁର୍ଥ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ପୁନେରୀ ପାଲ୍‌ଟନ୍‌କୁ ଭେଟିବ ତେଲ୍‌ଗୁ ଟାଇଟାନ୍ସ।

ପ୍ରଥମ ସଂସ୍କରଣରେ ଜୟପୁର ପିଙ୍କ୍‌ ପାନ୍ଥର, ଦ୍ୱିତୀୟ ସଂସ୍କରଣରେ ୟୁ ମୁମ୍ବାଇ ଓ ତୃତୀୟ ସଂସ୍କରଣରେ ପାଟ୍‌ନା ଟାଇଟେଲ ଜିତିଥିଲେ।

ଚତୁର୍ଥ ସଂସ୍କରଣର ସେମିଫାଇନାଲର ଜୁଲାଇ ୨୯ରେ ହେବାକୁ ଥିବା ବେଳେ ପ୍ଲେ ଅଫ୍‌ ଓ ଫାଇନାଲ ଜୁଲାଇ ୩୧ରେ ଅନୁଷ୍ଠିତ ହେବ।

ଏହି ପ୍ରତିଯୋଗିତାରେ ଇରାନ୍‌, କେନିୟା, ଜାପାନ, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଓ ୟୁକେ ପରି ୧୨ଟି ଦେଶରୁ ୨୪ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗ ନେବେ।

Related story