ବାରବାଟୀ ଟି-୨୦: ଡିସେମ୍ୱର ୧୬ ଓ ୧୭ରେ ଟିକେଟ୍‌ ବିକ୍ରି ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ୱର ୨୦ ତାରିଖରେ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍‌। ଏଥିପାଇଁ ଡିସେମ୍ବର ୧୬ ଓ ୧୭ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। ୧୪ ଓ ୧୫ରେ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଟିକେଟ ବିକ୍ରି ହେବ। ଚଳିତ ବର୍ଷ କ୍ରିକେଟ୍‌ ମ୍ୟାଚ ଦେଖିବାକୁ ଆସୁଥିବା ସାଧାରଣ ଦର୍ଶକଙ୍କ ପାଇଁ ୨୨, ୦୪୧ ଟିକେଟ ରହିଛି। ଗ୍ୟାଲେରୀ ୧ ଓ ୩ ପାଇଁ ଟିକେଟ ମୂଲ୍ୟ […]

BARABATI

BARABATI

Rakesh Mallick
  • Published: Monday, 16 October 2017
  • Updated: 16 October 2017, 08:21 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ୱର ୨୦ ତାରିଖରେ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍‌। ଏଥିପାଇଁ ଡିସେମ୍ବର ୧୬ ଓ ୧୭ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। ୧୪ ଓ ୧୫ରେ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଟିକେଟ ବିକ୍ରି ହେବ।

ଚଳିତ ବର୍ଷ କ୍ରିକେଟ୍‌ ମ୍ୟାଚ ଦେଖିବାକୁ ଆସୁଥିବା ସାଧାରଣ ଦର୍ଶକଙ୍କ ପାଇଁ ୨୨, ୦୪୧ ଟିକେଟ ରହିଛି। ଗ୍ୟାଲେରୀ ୧ ଓ ୩ ପାଇଁ ଟିକେଟ ମୂଲ୍ୟ ୬୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ ପାଇଁ ଟିକେଟ ମୂଲ୍ୟ ୫୦୦ ଟଙ୍କା, ଗ୍ୟାଲେରୀ ୬ ଓ ୭ ପାଇଁ ଟିକେଟ ମୂଲ୍ୟ ୪୦୦ ଟଙ୍କା ରହିଛି। ସ୍ପେଶାଲ ଏନକ୍ଲୋଜର ପାଇଁ ୩୦୦୦ ଓ ନ୍ୟୁ ପାଭିଲିଅନ ୫୦୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story