ବାରବାଟୀରେ ଆଜି ରୋହିତ ରାଜ୍‌

କଟକ( ଓଡ଼ିଶା ରିପୋର୍ଟର):  କଟକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଗତକାଲି ଉଭୟ ଟିମ୍ ଜୋରଦାର ଅଭ୍ୟାସ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଅଭ୍ୟାସ କରିଥିଲେ ଲଙ୍କା ଦଳର ଖେଳାଳି। ପରେ ମଧ୍ୟାହ୍ନରେ ଟିମ୍ ଇଣ୍ଡିଆର ଖେଳାଳିମାନେ ୱାର୍ମ ଅପ ସହ ନେଟ୍ ପ୍ରାକଟିସ କରିଥିଲେ। ପୂର୍ବରୁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜକୁ ୧-୦ ଏବଂ ଦିନିକିଆ  […]

rohit-1

rohit-1

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 09:37 AM IST

Sports

Latest News

କଟକ( ଓଡ଼ିଶା ରିପୋର୍ଟର):  କଟକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଗତକାଲି ଉଭୟ ଟିମ୍ ଜୋରଦାର ଅଭ୍ୟାସ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଅଭ୍ୟାସ କରିଥିଲେ ଲଙ୍କା ଦଳର ଖେଳାଳି। ପରେ ମଧ୍ୟାହ୍ନରେ ଟିମ୍ ଇଣ୍ଡିଆର ଖେଳାଳିମାନେ ୱାର୍ମ ଅପ ସହ ନେଟ୍ ପ୍ରାକଟିସ କରିଥିଲେ। ପୂର୍ବରୁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜକୁ ୧-୦ ଏବଂ ଦିନିକିଆ  ସିରିଜକୁ ୨-୧ରେ ଜିତି ନେଇଛି।

ଆଜି କଟକର ବାରବାଟୀରେ ସନ୍ଧ୍ୟା ୭ଟାରେ ୩ଟିକିଆ ସିରଜର ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଏହା ହେଉଛି ବାରବାଟୀରେ ଦ୍ୱିତୀୟ ଆନ୍ତର୍ଜାତିକ ଟି- ଟ୍ୱେଣ୍ଟି ମ୍ୟାଚ୍।

୨୦୧୫ରେ  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଭାରତର ପରାଜୟରେ ଦର୍ଶକ ପଡ଼ିଆ ମଧ୍ୟକୁ ବୋତଲ ଫିଙ୍ଗା ଫୋପଡା କରିଥିଲେ। ତେଣୁ ବାରବାଟୀ ମ୍ୟାଚ୍ ପାଇଁ ଏଥର  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ପାଇଁ ୮୦ଟି ସିସିଟିଭି  କ୍ୟାମେରା ଲଗାଯାଇଛି।  ପ୍ରତିଷେଧମୂଳକ ଦର୍ଶକଙ୍କ ପାଇଁ ପାଣି ବୋତଲ ଏବଂ ପାଣି ପାଉଚ୍ ସଂପୂର୍ଣ୍ଣ ନିଷିଦ୍ଧ  କରାଯାଇଛି।

https://youtu.be/Rlod7pMe2jY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story