OCA କାଉନସିଲ୍ ବୈଠକରେ ନିଷ୍ପତ୍ତି: କଟକ ଟି-ଟ୍ୱେଣ୍ଟି ପାଇଁ ୪ କୋଟି ଟଙ୍କାର ସମ୍ଭାବ୍ୟ ବଜେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ସୁଦ୍ଧା ଓଡିଶା କ୍ରିକେଟ ଆସୋସିଏସନ OCAର ନିର୍ବାଚନ ହେବ। ଲୋଧା କମିଟି ସୁପାରିଶ ଆଧାରରେ ହେବ ଏହି ନିର୍ବାଚନ। ଆଜି ଅନୁଷ୍ଠିତ OCA କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଆଯାଇଛି। ଏହାସହ ଆଜିର ବୈଠକରେ ଓସିଏର ପରିଚାଳନା, ମ୍ୟାଚ୍ ଆୟୋଜନ ଏବଂ ଆର୍ଥିକ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍ ପରିଚାଳନା ଯେପରି ସୁରୁଖୁରୁରେ ହେବ ସେନେଇ ମଧ୍ୟ […]

Barabati

Barabati

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ସୁଦ୍ଧା ଓଡିଶା କ୍ରିକେଟ ଆସୋସିଏସନ OCAର ନିର୍ବାଚନ ହେବ। ଲୋଧା କମିଟି ସୁପାରିଶ ଆଧାରରେ ହେବ ଏହି ନିର୍ବାଚନ। ଆଜି ଅନୁଷ୍ଠିତ OCA କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଆଯାଇଛି। ଏହାସହ ଆଜିର ବୈଠକରେ ଓସିଏର ପରିଚାଳନା, ମ୍ୟାଚ୍ ଆୟୋଜନ ଏବଂ ଆର୍ଥିକ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍ ପରିଚାଳନା ଯେପରି ସୁରୁଖୁରୁରେ ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ମ୍ୟାଚ୍ ପାଇଁ ପ୍ରାୟ ୪ କୋଟି ଟଙ୍କାର ସମ୍ଭାବ୍ୟ ବଜେଟ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story