ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଇତିହାସ ରଚିଲେ ଦିନେଶ

ଭୁବନେଶ୍ୱର: ଆସାମରେ ଚାଲିଥିବା ତୃତୀୟ ସଂସ୍କରଣ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ତୃତୀୟ ଦିବସରେ ଓଡ଼ିଶାକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଉରକେଲାର ଦିନେଶ କୁମାର ରବିବାର ସାଇକ୍ଲିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ୨୧ ବର୍ଷରୁ କମ୍ ବୟସ ବର୍ଗର ୩୦କିମି ଇଣ୍ଡିଭିଜୁଆଲରେ ପ୍ରଥମ ସ୍ଥାନ ଅଧିକାରୀ କରି ଏହି ସଫଳତା ଅର୍ଜନ କରିଛନ୍ତି। ସେ ନିର୍ଦ୍ଧାରିତ ଦୂରତାକୁ ୪୦:୧୧.୧୩୩ ସେକେଣ୍ଡ ସମୟରେ ଅତିକ୍ରମ କରିଥିଲେ। […]

khelo

khelo

Ranjit Kumar Jena
  • Published: Sunday, 12 January 2020
  • Updated: 12 January 2020, 06:11 PM IST

Sports

Latest News

ଭୁବନେଶ୍ୱର: ଆସାମରେ ଚାଲିଥିବା ତୃତୀୟ ସଂସ୍କରଣ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ତୃତୀୟ ଦିବସରେ ଓଡ଼ିଶାକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଉରକେଲାର ଦିନେଶ କୁମାର ରବିବାର ସାଇକ୍ଲିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ୨୧ ବର୍ଷରୁ କମ୍ ବୟସ ବର୍ଗର ୩୦କିମି ଇଣ୍ଡିଭିଜୁଆଲରେ ପ୍ରଥମ ସ୍ଥାନ ଅଧିକାରୀ କରି ଏହି ସଫଳତା ଅର୍ଜନ କରିଛନ୍ତି।

ସେ ନିର୍ଦ୍ଧାରିତ ଦୂରତାକୁ ୪୦:୧୧.୧୩୩ ସେକେଣ୍ଡ ସମୟରେ ଅତିକ୍ରମ କରିଥିଲେ। ଏହି ଇଭେଣ୍ଟରେ ହରିୟାଣାର ଅନୀଲ ମାଙ୍ଗଲ ରୌପ୍ୟ ଏବଂ କର୍ଣ୍ଣାଟକର ରାଜୁ ବାଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇବା ପରେ ଦିନେଶ କହିଥିଲେ, "ପିଲାଦିନରୁ ହିଁ ମୁଁ ସାଇକ୍ଲିଂରେ କ୍ୟାରିୟର ଗଢ଼ିବାକୁ ମନ ବଳାଇଥିଲି। ଖେଲୋ ଇଣ୍ଡିଆ ଗେମ୍ସରେ ପଦକ ଜିତିବା ନିଶ୍ଚିତ ମୋ ମନୋବଳକୁ ବୃଦ୍ଧି କରାଇବ।"

ଖେଲୋ ଇଣ୍ଡିଆର ତାଙ୍କର ଏହି ସଫଳତା ପାଇଁ କୋଚ୍ ସୁଶୀଲ ଦାସ, କ୍ରୀଡ଼ା ସମୀକ୍ଷକ ତଥା ସାମ୍ବାଦିକ ସୁଶାନ୍ତ ବେହେରା, ଓଡ଼ିଶା ସାଇକେଲ ସଂଘର ସମ୍ପାଦକ ବିଜୟ ରାଉତ, ସାଇକ୍ଲିଷ୍ଟ ନୃସିଂହ ଚରଣ ସାହୁ, ଗୋପୀନାଥ ପଣ୍ଡା, ସୁଭାଷ ଦାସ ଓ ନିହାର ଜେନା ପ୍ରମୁଖ ଦିନେଶକୁ ଶୁଭେଛା ଜଣାଇବା ସହିତ ତାର ଆଗାମୀ ପ୍ରୟିଯୋଗିତା ପାଇଁ ସଫଳତା କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story