ଭାରତ ପାଇଁ ଡେଞ୍ଜର୍‌ମ୍ୟାନ୍‌ ଶ୍ରୀଲଙ୍କାର ଏହି କ୍ରିକେଟର୍‌: ରେକର୍ଡରେ କୋହଲି ଓ ରୋହିତଙ୍କ ଠାରୁ କମ୍‌ ନୁହଁନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାର ଓପନର୍‌ ଉପୁଲ ତରଙ୍ଗା ତୃତୀୟ ଦିନିକିଆରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ୨୦୧୭ରେ ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ଖେଳାଳି ବନିଗଲେ।  ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୮ୱିକେଟ୍‌ରେ ଭାରତ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଉପୁଲ ତରଙ୍ଗା ବିଶାଖାପାଟ୍‌ଣାମ୍‌ ଦିନିକିଆରେ ଏକାକି ଭାରତୀୟ ବୋଲରଙ୍କୁ ସାମ୍ନା କରି ୯୫ରନ ସଂଗ୍ରହ କରିଥିଲେ। ଏହି ପାଳି ବଳରେ ସେ ଚଳିତ ବର୍ଷ ମାତ୍ର ୨୫ମ୍ୟାଚ୍‌ରେ ୧ହଜାର ରନ୍‌ ପୂରଣ କରିଥିଲେ। ଏହି […]

rohit-sharm-virat-kohli-upul-tharanga-620x400

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 12:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାର ଓପନର୍‌ ଉପୁଲ ତରଙ୍ଗା ତୃତୀୟ ଦିନିକିଆରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ୨୦୧୭ରେ ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ଖେଳାଳି ବନିଗଲେ।  ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୮ୱିକେଟ୍‌ରେ ଭାରତ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଉପୁଲ ତରଙ୍ଗା ବିଶାଖାପାଟ୍‌ଣାମ୍‌ ଦିନିକିଆରେ ଏକାକି ଭାରତୀୟ ବୋଲରଙ୍କୁ ସାମ୍ନା କରି ୯୫ରନ ସଂଗ୍ରହ କରିଥିଲେ। ଏହି ପାଳି ବଳରେ ସେ ଚଳିତ ବର୍ଷ ମାତ୍ର ୨୫ମ୍ୟାଚ୍‌ରେ ୧ହଜାର ରନ୍‌ ପୂରଣ କରିଥିଲେ। ଏହି ମାମଲାରେ ଭାରତର ଷ୍ଟାର୍‌ ବ୍ୟାଟ୍ସମ୍ୟାନ କୋହଲି ଓ ରୋହିତ ଶର୍ମାଙ୍କ ବରାବର ହୋଇପାରିଛନ୍ତି ଉପୁଲ ତରଙ୍ଗା। ତରଙ୍ଗା ୨୦୧୭ ବର୍ଷରେ ୧୦୧୧ ରନ୍‌ ସଂଗ୍ରହ କରିଛନ୍ତି। ଏଭଳି ରେକର୍ଡ କରିବାରେ ସେ ଶ୍ରୀଲଙ୍କର ପ୍ରଥମ କ୍ରିକେଟର୍‌।

ଶେଷ ହୋଇଥିବା ଦିନିକିଆ ସିରିଜରେ ଉପୁଲ ତରଙ୍ଗା ୩ଟି ମ୍ୟାଚରୁ ୧୫୧ ରନ୍‌ ସଂଗ୍ରହ କରିଛନ୍ତି। ଏହି ସିରିଜରେ ମ୍ୟାଥୁସ୍‌ଙ୍କ ସର୍ବାଧିକ ୧୫୩ ରନ କରିଥିବା ବେଳେ ଉପୁଲ ତରଙ୍ଗା ୧୫୧ ରନ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଉପୁଲ ତରଙ୍ଗା ୪୯, ଦ୍ୱିତୀୟ ମ୍ୟାଚ୍‌ରେ ୭ ଓ ତୃତୀୟ ମ୍ୟାଚରେ ୯୫ ରନ ସ୍କୋର କରିଥିଲେ।

https://www.youtube.com/watch?v=3TQcRvghAD0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story