ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ସ୍କ୍ୱାଡରେ ଏହି ବିଗ୍ ହିଟର୍ ସାମିଲ୍‌

ସିଡନୀ: ଜାନୁଆରୀରେ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ତା’ର ଦିନିକିଆ ସ୍କ୍ୱାଡରେ ଗୋଟିଏ ପରିବର୍ତ୍ତନ କରିଛି। କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମରେ ପେସ୍ ବୋଲର ସିନ୍ ଆବୋଟ୍ଟଙ୍କ ସ୍ଥାନରେ ଡାର୍ସି ଶର୍ଟଙ୍କୁ ସାମିଲ୍ କରାଯାଇଛି। ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଆହତ ହେବା ପରେ ଆବୋଟ୍ଟ ବାଦ୍ ପଡ଼ିଛନ୍ତି। ସେ ସାଇଡ୍ ଷ୍ଟ୍ରେନ୍ କାରଣରୁ ଚାରି ସପ୍ତାହ କ୍ରିକେଟରୁ ଦୂରେଇ ରହିବେ। ଅଷ୍ଟ୍ରେଲିଆ ଟିମ୍ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। […]

short

short

Ranjit Kumar Jena
  • Published: Monday, 30 December 2019
  • Updated: 30 December 2019, 08:42 PM IST

Sports

Latest News

ସିଡନୀ: ଜାନୁଆରୀରେ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ତା'ର ଦିନିକିଆ ସ୍କ୍ୱାଡରେ ଗୋଟିଏ ପରିବର୍ତ୍ତନ କରିଛି। କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମରେ ପେସ୍ ବୋଲର ସିନ୍ ଆବୋଟ୍ଟଙ୍କ ସ୍ଥାନରେ ଡାର୍ସି ଶର୍ଟଙ୍କୁ ସାମିଲ୍ କରାଯାଇଛି। ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଆହତ ହେବା ପରେ ଆବୋଟ୍ଟ ବାଦ୍ ପଡ଼ିଛନ୍ତି। ସେ ସାଇଡ୍ ଷ୍ଟ୍ରେନ୍ କାରଣରୁ ଚାରି ସପ୍ତାହ କ୍ରିକେଟରୁ ଦୂରେଇ ରହିବେ।

ଅଷ୍ଟ୍ରେଲିଆ ଟିମ୍ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୪ ତାରିଖରେ ମୁମ୍ବାଇ, ଦ୍ୱିତୀୟ ମ୍ୟାଚ୍ ୧୭ରେ ରାଜକୋଟ ଏବଂ ତୃତୀୟ ମ୍ୟାଚ୍ ୧୯ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ। ଅଷ୍ଟ୍ରେଲିଆ ସ୍କ୍ୱାଡରେ ପେସ୍ ବୋଲର ଭାବେ ପୂର୍ବରୁ ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍‌, ମିଚେଲ୍ ଷ୍ଟାର୍କ ଓ କେନ୍ ରିଚାର୍ଡସନ୍ ସାମିଲ୍ ଅଛନ୍ତି।

ଯେହେତୁ ଟିମର ପେସ୍ ଆକ୍ରମଣ ମଜଭୁତ୍ ଅଛି, ସେଥିପାଇଁ ଆବୋଟଙ୍କ ସ୍ଥାନରେ ଶର୍ଟଙ୍କୁ ସୁଯୋଗ ମିଳିଛି। ୨୯ ବର୍ଷୀୟ ଶର୍ଟ ଜଣେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଏବଂ ସେ ଲେଗ୍ ସ୍ପିନ୍ ବୋଲିଂ ମଧ୍ୟ କରନ୍ତି। ସେ ଅଷ୍ଟ୍ରେଲିଆ ପକ୍ଷରୁ ୪ଟି ଦିନିକିଆ ଏବଂ ୨୦ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି।

ଅଷ୍ଟ୍ରେଲିଆ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଆଷ୍ଟନ୍ ଆଗର, ଆଲେକ୍ସ କ୍ୟାରୀ (ୱିକେଟକିପର), ପ୍ୟାଟ୍ କମିନ୍ସ, ପିଟର୍ ହ୍ୟାଣ୍ଡସ୍କମ୍ବ, ଜୋଶ୍ ହେଜଲଉଡ୍‌, ମାର୍ନସ୍ ଲାବୁଶେନ୍‌, କେନ୍ ରିଚାର୍ଡସନ୍‌, ଡାର୍ସି ଶର୍ଟ, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର, ଡେଭିଡ୍ ୱାର୍ଣ୍ଣର୍‌, ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story