ତୃତୀୟ କନ୍ୟାସନ୍ତାନର ପିତା ହେଲେ ୱାର୍ଣ୍ଣର୍

ଲଣ୍ଡନ: ଅଷ୍ଟ୍ରେଲିଆର ଷ୍ଟାର୍ ଓପ୍ନର ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଗତ କିଛି ମାସ ବେଶ୍ ସଫଳ ରହିଆସିଛି। ବର୍ଷକର ବାସନ୍ଦାଦେଶ କାଟି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ୱାର୍ଣ୍ଣର ବିଶ୍ୱକପରେ ଖୁବ୍ ରନ୍ ବର୍ଷା କରୁଛନ୍ତି। ସେ ମଧ୍ୟ ଚଳିତ ବିଶ୍ୱକପର ଟପ୍ ସ୍କୋରର ଅଛନ୍ତି। ତେବେ ଏହା ମଧ୍ୟରେ ୱାର୍ଣ୍ଣରଙ୍କୁ ଆଉ ଏକ ବଡ଼ ଖୁସି ଖବର ମିଳିଛି। ୱାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍ ଏକ ଶିଶୁ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ୱାର୍ଣ୍ଣର ଏହି ସୂଚନା ସୋଶାଲ୍ ମିଡିଆରେ […]

warner

warner

Hemant Lenka
  • Published: Monday, 01 July 2019
  • Updated: 01 July 2019, 05:41 PM IST

Sports

Latest News

ଲଣ୍ଡନ: ଅଷ୍ଟ୍ରେଲିଆର ଷ୍ଟାର୍ ଓପ୍ନର ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଗତ କିଛି ମାସ ବେଶ୍ ସଫଳ ରହିଆସିଛି। ବର୍ଷକର ବାସନ୍ଦାଦେଶ କାଟି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ୱାର୍ଣ୍ଣର ବିଶ୍ୱକପରେ ଖୁବ୍ ରନ୍ ବର୍ଷା କରୁଛନ୍ତି। ସେ ମଧ୍ୟ ଚଳିତ ବିଶ୍ୱକପର ଟପ୍ ସ୍କୋରର ଅଛନ୍ତି। ତେବେ ଏହା ମଧ୍ୟରେ ୱାର୍ଣ୍ଣରଙ୍କୁ ଆଉ ଏକ ବଡ଼ ଖୁସି ଖବର ମିଳିଛି। ୱାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍ ଏକ ଶିଶୁ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ୱାର୍ଣ୍ଣର ଏହି ସୂଚନା ସୋଶାଲ୍ ମିଡିଆରେ ଦେଇଛନ୍ତି।

ୱାର୍ଣ୍ଣର ଏବଂ ତାଙ୍କ ପରିବାରରେ ଏହା ତୃତୀୟ ସନ୍ତାନ। ଏହା ପୂର୍ବରୁ ୱାର୍ଣ୍ଣରଙ୍କ ଦୁଇ ଝିଅ ମଧ୍ୟ ଅଛନ୍ତି। ଏଥର ମଧ୍ୟ ୱାର୍ଣ୍ଣରଙ୍କ ଝିଅ ହୋଇଛି। ଏହାକୁ ନେଇ ୱାର୍ଣ୍ଣର୍ ମଧ୍ୟ ବେଶ ଖୁସି ଅଛନ୍ତି। ସେ ନିଜର ନବଜନ୍ମିତ ଶିଶୁକନ୍ୟାର ନାଁ ଇସଲା ରୋଜ୍ ରଖିଛନ୍ତି।

ୱାର୍ଣ୍ଣର୍ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ନୂଆ ସଦସ୍ୟଙ୍କ ସହ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ୱାର୍ଣ୍ଣର୍ ପୋଷ୍ଟରେ ଲେଖିଛନ୍ତି, "ଆମେ ଆମର ନୂଆ ସଦସ୍ୟ ଇସଲା ରୋଜ (ନବଜନ୍ମିତ ଝିଅର ନାମ)ଙ୍କୁ ପରିବାରକୁ ସ୍ୱାଗତ କରୁଛୁ, ଯିଏ ଗତ ରାତିରେ ଜନ୍ମ ନେଇଛନ୍ତି। ପତ୍ନୀ କ୍ୟାଣ୍ଡିସ୍ ଓ ଝିଅ ଏକଦମ୍ ସୁସ୍ଥ ଅଛନ୍ତି। ବଡ଼ ଝିଅ ବହୁତ ଖୁସି।"

ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ୱାର୍ଣ୍ଣର୍ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୫୧୬ ରନ୍ କରି ଶୀର୍ଷରେ ଅଛନ୍ତି। ସେ ଦୁଇଟି ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story