ପିଙ୍କ୍ ବଲକୁ ଟେଷ୍ଟକୁ ବିଶ୍ୱକପ୍ ଫାଇନାଲ୍ ସହ ତୁଳନା କଲେ ଗାଙ୍ଗୁଲି

କୋଲକାତା: ଭାରତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିସାରିଛି । ଯଦି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନଥାନ୍ତେ, ତାହେଲେ ଭାରତ ହୁଏତ ଏହି ଦିବାରାତ୍ର ଟେଷ୍ଟ ଖେଳିପାରି ନଥାନ୍ତେ। ଏହା ଗାଙ୍ଗୁଲିଙ୍କର ସ୍ୱପ୍ନ ଥିଲା ଏବଂ ଏହାକୁ ସାକାର କରିବା ପାଇଁ ସେ ସବୁ ଉଦ୍ୟମ କରିଥିଲେ। ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଅନ୍ତିମ ସେସନରେ ଗାଙ୍ଗୁଲି ଏକ ବିଶେଷ ସାକ୍ଷାତକାରରେ କହିଥିଲେ, ତାଙ୍କୁ […]

dada

dada

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 09:39 PM IST

Sports

Latest News

କୋଲକାତା: ଭାରତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିସାରିଛି । ଯଦି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନଥାନ୍ତେ, ତାହେଲେ ଭାରତ ହୁଏତ ଏହି ଦିବାରାତ୍ର ଟେଷ୍ଟ ଖେଳିପାରି ନଥାନ୍ତେ। ଏହା ଗାଙ୍ଗୁଲିଙ୍କର ସ୍ୱପ୍ନ ଥିଲା ଏବଂ ଏହାକୁ ସାକାର କରିବା ପାଇଁ ସେ ସବୁ ଉଦ୍ୟମ କରିଥିଲେ।

ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଅନ୍ତିମ ସେସନରେ ଗାଙ୍ଗୁଲି ଏକ ବିଶେଷ ସାକ୍ଷାତକାରରେ କହିଥିଲେ, ତାଙ୍କୁ ଏହି ମ୍ୟାଚ୍ ବେଳେ ବିଶ୍ୱକପ୍ ଫାଇନାଲ୍ ଭଳି ଅନୁଭବ ହେଉଛି। ଗାଙ୍ଗୁଲି କହିଥିଲେ, ଆଖପାଖ (ଦର୍ଶକଙ୍କ ଆଡ଼କୁ ଇସାରା କରି) ଦେଖନ୍ତୁ। କ'ଣ ଆପଣ ଏହା ଦେଖିଛନ୍ତି? ଶେଷଥର ପାଇଁ ଆପଣ କେବେ ଟେଷ୍ଟ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକ ଦେଖିଥିଲେ? ଏଭଳି ଲାଗୁଛି ଯେପରି ଏହା ବିଶ୍ୱକପ୍ ଫାଇନାଲ୍ ଆୟୋଜିତ ହେଉଛି।

ଏହି ମ୍ୟାଚର ସଫଳ ଆୟୋଜନକୁ ନେଇ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲିଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହେଉଥିଲା। ୨୦୦୧ରେ ଇଡେନ୍ ଗାର୍ଡେନ୍ସରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚରେ ଗାଙ୍ଗୁଲି ଟିମର କ୍ୟାପଟେନ୍ ଥିଲେ। ଟିମରେ ସଚିନ ତେନ୍ଦୁଲକର, ରାହୁଲ୍ ଡ୍ରାଭିଡ୍‌, ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର୍ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story