ଦୀପା ପାଇଲେ 'ଖେଳ ରତ୍ନ', ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। ୨୦୧୬ ରିଓ ପାରାଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟ୍ ଦୀପା ମଲିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏସିଆନ୍ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆଙ୍କୁ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ଚୟନ କରାଯାଇଥିଲା, କିନ୍ତୁ ସେ […]

deepa

deepa

Ranjit Kumar Jena
  • Published: Thursday, 29 August 2019
  • Updated: 29 August 2019, 10:07 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। ୨୦୧୬ ରିଓ ପାରାଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟ୍ ଦୀପା ମଲିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏସିଆନ୍ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆଙ୍କୁ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ଚୟନ କରାଯାଇଥିଲା, କିନ୍ତୁ ସେ ଭାରତରେ ନଥିବାରୁ ଏହି ପୁରସ୍କାର ଗ୍ରହଣ କରିପାରି ନାହାନ୍ତି। ବଜରଙ୍ଗଙ୍କୁ ପରେ ଏହି ପୁରସ୍କାର ପ୍ରଦାନ କରାଯିବ।

ହରିୟାଣାର ସୋନିପତରେ ଜନ୍ମିତ ଦୀପା ୨୦୧୬ ରିଓ ପାରା ଅଲିମ୍ପିକର ଶଟପୁଟରେ ରୌପ୍ୟ ପଦକ ଜିତିଥିଲେ। ସେ ଏସିଆନ୍ ଗେମ୍ସରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ। ଦୀପା ପ୍ରଥମ ଭାରତୀୟ ମହିଳା ପାରା-ଆଥଲେଟ୍ ଏବଂ ବୟୋଜ୍ୟେଷ୍ଠ ଭାବେ 'ଖେଳ ରତ୍ନ' ପୁରସ୍କାର ହାସଲ କରିଛନ୍ତି। ଦୀପା ମଧ୍ୟ ଦ୍ୱିତୀୟ ପାରା-ଆଥଲେଟ ଭାବେ 'ଖେଳ ରତ୍ନ' ପୁରସ୍କାର ପାଇଛନ୍ତି। ଏହା ପୂର୍ବରୁ ୨୦୧୭ରେ ପାରା-ଆଥଲେଟ୍ ଦେବେନ୍ଦ୍ର ଝାଝାରିଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ବଡ଼ ସମ୍ମାନ ପାଇବା ପରେ ଦୀପା କହିଥିଲେ, "ମୁଁ ବହୁତ ଖୁସି। ଭିନ୍ନକ୍ଷମ ଲୋକଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକ ପ୍ରତି ସାଧାରଣ ଲୋକଙ୍କ ଆଭିମୁଖ୍ୟକୁ ପରିବର୍ତ୍ତନ କରିବା ମୋର ଲକ୍ଷ୍ୟ। ଏହି ପୁରସ୍କାର ମହିଳା ଭିନ୍ନକ୍ଷମ ଖେଳାଳିଙ୍କୁ ଖୁବ୍ ପ୍ରେରିତ କରିବ। ସ୍ୱତନ୍ତ୍ର ଭାରତକୁ ପାରା ଅଲିମ୍ପିକରେ ପଦକ ଜିତିବା ପାଇଁ ୭୦ ବର୍ଷ ଲାଗିଥିଲା।"

ସେହିପରି ନିକଟରେ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଭାରତ ପକ୍ଷରୁ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶା ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରମୋଦ ପ୍ରଥମ ଓଡ଼ିଶା ପାରା ଆଥଲେଟ୍ ଭାବେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।

ୱାର୍ଲ୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ଶଟଲର୍ ବି. ସାଇ ପ୍ରଣୀତ, ମହିଳା କ୍ରିକେଟର୍ ପୁନମ ଯାଦବ, ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱପ୍ନା ବର୍ମନ, ଫୁଟବଲର ଗୁରପ୍ରୀତ ସିଂହ ସାନ୍ଧୁ, ଦୁଇଥରର ୱାର୍ଲ୍ଡ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ସୋନିଆ ଲାଥର୍, ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ଇକ୍ୱେଷ୍ଟ୍ରିଆନ୍ ଫୌଆଦ୍ ମିର୍ଜା, ମୋଟର୍ ସ୍ପୋର୍ଟ୍ସ ଏସ୍ ଗୌରବ ଗିଲ୍ ଏବଂ କବାଡ଼ି କ୍ୟାପଟେନ୍ ଅଜୟ ଠାକୁରଙ୍କ ବ୍ୟତୀତ ୧୯ଜଣ କ୍ରୀଡ଼ାବିତଙ୍କୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି।

ତେବେ ଏହି ଅବସରରେ କିଛି ଷ୍ଟାର୍ ଖେଳାଳି ଅନୁପସ୍ଥିତ ମଧ୍ୟ ଥିଲେ। ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା କ୍ରିକେଟର ରବୀନ୍ଦ୍ର ଜାଡେଜା, ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଶଟପୁଟର ତେଜିନ୍ଦର ପାଲ୍ ସିଂହ ତୁର୍ ଏବଂ କ୍ୱାର୍ଟରମାଇଲ୍ ରୌପ୍ୟ ପଦକ ବିଜେତା ମହମ୍ମଦ ଅନାସ ଅନୁପସ୍ଥିତ ଥିଲେ। ଜାଡେଜା ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ସହ ଅଛନ୍ତି। ସେହିପରି ତୁର୍ ଓ ଅନାସ ଲକ୍ଷ୍ନୌରେ ଚାଲିଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ ମିଟରେ ଭାଗ ନେଉଛନ୍ତି।

'ଖେଳ ରତ୍ନ' ପୁରସ୍କାର ବିଜେତାଙ୍କୁ ୭.୫ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯାଇଥିବା ବେଳେ ଅର୍ଜୁନ ପୁରସ୍କାରପ୍ରାପ୍ତଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। 'ଖେଳ ରତ୍ନ' ଓ ଅର୍ଜୁନ ପୁରସ୍କାର ବ୍ୟତୀତ ରାଷ୍ଟ୍ରପତି କୋଚମାନଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନ ଚାନ୍ଦ ପୁରସ୍କାର, ତେନଜିଂ ନର୍ଗେ ନ୍ୟାଶନାଲ୍ ଆଡଭେଞ୍ଚର୍ ପୁରସ୍କାର, ମୌଲାନା ଅବଦୁଲ୍ କଲାମ ଆଜାଦ ଟ୍ରଫି ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ପୁରସ୍କାର ତାଲିକା

ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାର: ଦୀପା ମଲିକ୍ (ପାରା-ଆଥଲେଟିକ୍ସ), ବଜରଙ୍ଗ ପୁନିଆ (ରେସଲିଂ)।

ଅର୍ଜୁନ ପୁରସ୍କାର: ରବୀନ୍ଦ୍ର ଜାଡେଜା (କ୍ରିକେଟ୍), ମହମ୍ମଦ ଅନାସ (ଆଥଲେଟିକ୍ସ), ଗୁରପ୍ରୀତ ସିଂହ ସାନ୍ଧୁ (ଫୁଟବଲ), ସୋନିଆ ଲାଥର (ବକ୍ସିଂ), ଚିଙ୍ଗଲେସାନା ସିଂହ କାଞ୍ଜୁଜାମ୍ (ହକି), ଏସ୍ ଭାସ୍କରନ୍ (ବଡିବିଲଡିଂ), ଅଜୟ ଠାକୁର (କବାଡି), ଅଞ୍ଜୁମ ମୁଦଗିଲ୍ (ଶୁଟିଂ), ବି. ସାଇ ପ୍ରଣୀତ (ବ୍ୟାଡମିଣ୍ଟନ), ତେଜିନ୍ଦର ପାଲ୍ ସିଂହ ତୁର୍ (ଆଥଲେଟିକ୍ସ), ପ୍ରମୋଦ ଭଗତ (ପାରା ସ୍ପୋର୍ଟ୍ସ-ବ୍ୟାଡମିଣ୍ଟନ), ହରମୀତ ରାଜୁଲ୍ ଦେଶାଇ (ଟେବୁଲ୍ ଟେନିସ୍), ପୂଜା ଧାନ୍ଦା (ରେସଲିଂ), ଫୌଆଦ୍ ମିର୍ଜା (ଇକ୍ୱେଷ୍ଟ୍ରିଆନ୍), ସିମରନ୍ ସିଂହ ଶେରଗିଲ୍ (ପୋଲୋ), ପୁନମ ଯାଦବ (କ୍ରିକେଟ୍), ସ୍ୱପ୍ନ ବର୍ମନ୍ (ଆଥଲେଟିକ୍ସ), ସୁନ୍ଦର ସିଂହ ଗୁର୍ଜର୍ (ପାରା ସ୍ପୋର୍ଟ୍ସ-ଆଥଲେଟିକ୍ସ) ଓ ଗୌରବ ସିଂହ ଗିଲ୍ (ମୋଟରସ୍ପୋର୍ଟ୍ସ)।

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ରେଗ୍ୟୁଲାର୍ କ୍ୟାଟେଗୋରୀ): ମହିନ୍ଦର ସିଂହ ଧିଲନ୍ (ଆଥଲେଟିକ୍ସ), ସନ୍ଦୀପ ଗୁପ୍ତା (ଟେବୁଲ୍ ଟେନିସ୍), ବିମଲ କୁମାର (ବ୍ୟାଡମିଣ୍ଟନ)।

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଲାଇଫଟାଇମ୍ କ୍ୟାଟେଗୋରୀ): ସଞ୍ଜୟ ଭରଦ୍ୱାଜ (କ୍ରିକେଟ୍), ରାମବୀର ସିଂହ ଖୋକାର (କବାଡି), ମେଜବାନ୍ ପଟେଲ୍ (ହକି)।

ଧ୍ୟାନ ଚାନ୍ଦ ପୁରସ୍କାର: ମନୋଜ କୁମାର (ରେସଲିଂ), ସି. ଲାଲରେମସାଙ୍ଗା (ଆର୍ଚେରୀ), ଅରୁପ ବାସାକ୍ (ଟେବୁଲ୍ ଟେନିସ୍), ନିଟ୍ଟେନ୍ କିର୍ଟାନେ (ଟେନିସ୍) ଓ ମାନୁଏଲ୍ ଫେଡ୍ରିକ୍ସ (ହକି)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story