ନାଡାଲଙ୍କୁ ହରାଇ ଫେଡେରର ସାଂଘାଇ ମାଷ୍ଟର୍ସ ଚାମ୍ପିୟନ

ନୂଆଦିଲ୍ଲୀ: ବିଶ୍ୱର ନମ୍ବର ଓ୍ୱାନ୍ ରାଫେଲ ନାଡାଲଙ୍କୁ ହରାଇ ରୋଜର ଫେଡେରର ସାଂଘାଇ ମାଷ୍ଟର୍ସ ଚାମ୍ପିୟନ ହୋଇଛନ୍ତି।  ଫାଇନାଲରେ ଫେଡେରର ସିଧାସଳଖ ୬-୪ ୬-୩ ସେଟରେ ବିଜୟୀ ହୋଇଛନ୍ତି।  ୧ ଘଣ୍ଟା ୧୨ ମିନିଟର ଏହି ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରି ଫେଡେରର ଚଳିତ ବର୍ଷର ଷଷ୍ଠ ଟାଇଟଲ ନିଜ ନାଁରେ କରିଛନ୍ତି।  ଚଳିତ ବର୍ଷ ସ୍ପାନିଶ ପ୍ରତିଦ୍ୱନ୍ଦୀଙ୍କ ବିରୋଧରେ ଫେଡେରରଙ୍କ ଏହା ଚତୁର୍ଥ ବିଜୟ।  ଏହାପୂର୍ବରୁ ଫେଡେରର ନାଡାଲଙ୍କୁ ଅଷ୍ଟ୍ରେଲିଆନ୍ ଓପନ ଓ ମିଆମି ମାଷ୍ଟର୍ସର […]

nadal

nadal

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 10:40 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ନମ୍ବର ଓ୍ୱାନ୍ ରାଫେଲ ନାଡାଲଙ୍କୁ ହରାଇ ରୋଜର ଫେଡେରର ସାଂଘାଇ ମାଷ୍ଟର୍ସ ଚାମ୍ପିୟନ ହୋଇଛନ୍ତି।  ଫାଇନାଲରେ ଫେଡେରର ସିଧାସଳଖ ୬-୪ ୬-୩ ସେଟରେ ବିଜୟୀ ହୋଇଛନ୍ତି।  ୧ ଘଣ୍ଟା ୧୨ ମିନିଟର ଏହି ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରି ଫେଡେରର ଚଳିତ ବର୍ଷର ଷଷ୍ଠ ଟାଇଟଲ ନିଜ ନାଁରେ କରିଛନ୍ତି।  ଚଳିତ ବର୍ଷ ସ୍ପାନିଶ ପ୍ରତିଦ୍ୱନ୍ଦୀଙ୍କ ବିରୋଧରେ ଫେଡେରରଙ୍କ ଏହା ଚତୁର୍ଥ ବିଜୟ।  ଏହାପୂର୍ବରୁ ଫେଡେରର ନାଡାଲଙ୍କୁ ଅଷ୍ଟ୍ରେଲିଆନ୍ ଓପନ ଓ ମିଆମି ମାଷ୍ଟର୍ସର ଫାଇନାଲରେ ପରାସ୍ତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story