ଦିଲ୍ଲୀ ଡେୟାର ଡେଭିଲ୍ସର ମେଣ୍ଟର ହୋଇପାରନ୍ତି ଦ୍ରାବିଡ଼

ନୂଆଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣରେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଗୋଟିଏ ଦଳର କୋଚ୍‌ କିମ୍ବା ମେଣ୍ଟର ଭାବେ ଦାୟିତ୍ୱ ତୁଲାଇ ପାରନ୍ତି। ସେ ଦିଲ୍ଲୀ ଡେୟାର ଡେଭିଲ୍ସର କୋଚ୍ କିମ୍ବା ମେଣ୍ଟର ଭାବେ ଦାୟିତ୍ୱ ନିଭାଇ ପାରନ୍ତି। ଚଳିତ ବର୍ଷ ଦିଲ୍ଲୀ ତା’ର କୋଚ୍ ଗ୍ୟାରୀ କ୍ରିଷ୍ଟନଙ୍କ ସହ ଚୁକ୍ତି ଶେଷ କରିଥିବାରୁ ଏବେ ରାହୁଲଙ୍କ ଉପରେ ନଜର ରଖିଛି। ଏନେଇ ଦ୍ରାବିଡ଼ଙ୍କ ସହିତ ଦିଲ୍ଲୀ ଆଲୋଚନା ଜାରି ରଖିଛି। ୨ ବର୍ଷ ପାଇଁ […]

dravid

dravid

Rakesh Mallick
  • Published: Monday, 22 February 2016
  • Updated: 22 February 2016, 11:21 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣରେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଗୋଟିଏ ଦଳର କୋଚ୍‌ କିମ୍ବା ମେଣ୍ଟର ଭାବେ ଦାୟିତ୍ୱ ତୁଲାଇ ପାରନ୍ତି। ସେ ଦିଲ୍ଲୀ ଡେୟାର ଡେଭିଲ୍ସର କୋଚ୍ କିମ୍ବା ମେଣ୍ଟର ଭାବେ ଦାୟିତ୍ୱ ନିଭାଇ ପାରନ୍ତି। ଚଳିତ ବର୍ଷ ଦିଲ୍ଲୀ ତା’ର କୋଚ୍ ଗ୍ୟାରୀ କ୍ରିଷ୍ଟନଙ୍କ ସହ ଚୁକ୍ତି ଶେଷ କରିଥିବାରୁ ଏବେ ରାହୁଲଙ୍କ ଉପରେ ନଜର ରଖିଛି। ଏନେଇ ଦ୍ରାବିଡ଼ଙ୍କ ସହିତ ଦିଲ୍ଲୀ ଆଲୋଚନା ଜାରି ରଖିଛି। ୨ ବର୍ଷ ପାଇଁ ବାସନ୍ଦ ହୋଇଥିବା ରାଜସ୍ଥାନ ରୟାଲ୍ସ ସହ ରାହୁଲ ଦ୍ରାବିଡ଼ ଜଡ଼ିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story