ହିରୋ ଆଇଏସ୍‌ଏଲ: ୩ ଖେଳାଳିଙ୍କୁ ଚୁକ୍ତିଭୁକ୍ତ କଲା ଦିଲ୍ଲୀ ଡାଇନାମୋସ

ନୂଆଦିଲ୍ଲୀ: ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ) ହକିକୁ ଆଉ କିଛି ମାସ ବାକି ଥିବା ବେଳେ ଆଜି ଦିଲ୍ଲୀ ଡାଇନାମୋସ୍‌ ସହ ଚୁକ୍ତିଭୁକ୍ତ ହୋଇଛନ୍ତି ହୋଇଛନ୍ତି ୩ ହକି ଖେଳାଳି। ସେମାନେ ହେଲେ ଷ୍ଟ୍ରାଇକର ଅର୍ଜୁନ ଟୁଡୁ, ମିଡ୍‌ଫିଲ୍ଡର ରୁପର୍ଟ ନଙ୍ଗଗ୍ରୁମ୍‌ ଓ ଡିଫେଣ୍ଡର ଚିଙ୍ଗଲେଙ୍ଗସାନା। ଏହି ୩ ଖେଳାଳି ପ୍ରଥମ ଥର ପାଇଁ ହିରୋ ଆଇଏସ୍‌ଏଲ୍‌ରେ ଭାଗ ନେବେ। ଚୁକ୍ତି ପରେ ଖେଳାଳିମାନେ ଖୁସିବ୍ୟକ୍ତ କରିଛନ୍ତି। ଦିଲ୍ଲୀ ଡାଇନାମୋସ୍‌ର ମୁଖ୍ୟ କୋଚ୍‌ ଜିଆନ୍‌ଲୁକା ଜାମବ୍ରୋତା […]

Delhi-Dynamos_DP_Wiki

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 05:21 PM IST

ନୂଆଦିଲ୍ଲୀ: ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ) ହକିକୁ ଆଉ କିଛି ମାସ ବାକି ଥିବା ବେଳେ ଆଜି ଦିଲ୍ଲୀ ଡାଇନାମୋସ୍‌ ସହ ଚୁକ୍ତିଭୁକ୍ତ ହୋଇଛନ୍ତି ହୋଇଛନ୍ତି ୩ ହକି ଖେଳାଳି। ସେମାନେ ହେଲେ ଷ୍ଟ୍ରାଇକର ଅର୍ଜୁନ ଟୁଡୁ, ମିଡ୍‌ଫିଲ୍ଡର ରୁପର୍ଟ ନଙ୍ଗଗ୍ରୁମ୍‌ ଓ ଡିଫେଣ୍ଡର ଚିଙ୍ଗଲେଙ୍ଗସାନା। ଏହି ୩ ଖେଳାଳି ପ୍ରଥମ ଥର ପାଇଁ ହିରୋ ଆଇଏସ୍‌ଏଲ୍‌ରେ ଭାଗ ନେବେ। ଚୁକ୍ତି ପରେ ଖେଳାଳିମାନେ ଖୁସିବ୍ୟକ୍ତ କରିଛନ୍ତି।

ଦିଲ୍ଲୀ ଡାଇନାମୋସ୍‌ର ମୁଖ୍ୟ କୋଚ୍‌ ଜିଆନ୍‌ଲୁକା ଜାମବ୍ରୋତା କହିଛନ୍ତି,“ଆଜି ଦଳରେ ତିନି ନୂଆ ଖେଳାଳି ଯୋଗ ଦେବାଥିବାରୁ ଆମେ ବହୁତ ଖୁସି। ଟୁର୍ଣ୍ଣାମେଣ୍ଟରେ ଏହି ଫ୍ରାଞ୍ଚାଇଜ୍‌ ସବୁବେଳେ ସନ୍ତୁଳିତ ଦଳ ଉପରେ ଫୋକସ୍‌ କରିଥାଏ। ଏହି ତିନି ଜଣ ଖେଳାଳି ଦଳରେ ସ୍ଥାନ ପାଇଥିବାରୁ ଦଳ ଏଥର ସଫଳତା ପାଇବ ବୋଲି ମୁଁ ଆଶା କରୁଛି।”

Related story