ଦିଲ୍ଲୀ ହାଫ୍ ମାରାଥନରେ ଇଥିଓପିଆ ଖେଳାଳିଙ୍କ ପ୍ରାଧାନ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ହାଫ୍ ମାରାଥନରେ ଇଥିଓପିଆ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପୁରୁଷ ବର୍ଗରେ ଇଥିଓପିଆ ଚାଂପିଅନ ହୋଇଥିବା ବେଳେ ମହିଳା ବର୍ଗକୁ ପୁରା ପୋଛି ନେଇଛନ୍ତି ଇଥିଓପିଆ ଖେଳାଳି। ପୁରୁଷ ବର୍ଗରେ ବିରହାନୁ ଲେଗେସେ ଚାମ୍ପିଅନ ହୋଇଛନ୍ତି। ୫୯ ମିନିଟ ୪୬ ସେକେଣ୍ଡ ସମୟ ନେଇ ସେ ଏହାକୁ ଅତିକ୍ରମ କରିଥିଲେ। ରନର ଅପ୍ ହୋଇଛନ୍ତି ଇଥିଓପିଆର ଆନ୍ଦା ବେଲିହୁ। ଆମେରିକାର ଲିଓଲାଡ କୋରିରଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାରତର […]

Almaz-Ayana-International-Elite-Women-Winner-at-the-finish-Line-of-ADHM-2017-1

Rakesh Mallick
  • Published: Monday, 20 November 2017
  • Updated: 20 November 2017, 12:45 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ହାଫ୍ ମାରାଥନରେ ଇଥିଓପିଆ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପୁରୁଷ ବର୍ଗରେ ଇଥିଓପିଆ ଚାଂପିଅନ ହୋଇଥିବା ବେଳେ ମହିଳା ବର୍ଗକୁ ପୁରା ପୋଛି ନେଇଛନ୍ତି ଇଥିଓପିଆ ଖେଳାଳି। ପୁରୁଷ ବର୍ଗରେ ବିରହାନୁ ଲେଗେସେ ଚାମ୍ପିଅନ ହୋଇଛନ୍ତି। ୫୯ ମିନିଟ ୪୬ ସେକେଣ୍ଡ ସମୟ ନେଇ ସେ ଏହାକୁ ଅତିକ୍ରମ କରିଥିଲେ। ରନର ଅପ୍ ହୋଇଛନ୍ତି ଇଥିଓପିଆର ଆନ୍ଦା ବେଲିହୁ। ଆମେରିକାର ଲିଓଲାଡ କୋରିରଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାରତର ନିତେନ୍ଦ୍ର ରାୱତ ଦଶମ ସ୍ଥାନରେ ରହି ଦୌଡ଼ ଶେଷ କରିଛନ୍ତି। ସେହିପରି ମହିଳା ବର୍ଗରେ ଇଥିଓପିଆର ଆୟନା ଚାଂପିଅନ ହୋଇଛନ୍ତି। ୧ ଘଣ୍ଟା ୭ ମିନିଟ ୧୧ ସେକେଣ୍ଡରେ ସେ ଏହାକୁ ଅତିକ୍ରମ କରିଥିଲେ। ପ୍ରଦୂଷଣ ସତ୍ୱେ ଉତ୍ସାହର ସହ ଆୟୋଜନ ହୋଇଥିଲା ଦିଲ୍ଲୀ ମାରାଥନ। ବିଶ୍ୱର ୩୫ ହଜାର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ ଫ୍ଲାଗ ଅଫ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story