ଦକ୍ଷିଣ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ସ୍କ୍ୱାସ୍ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ କ୍ରୀଡ଼ା ପାଇଁ ଶନିବାର ଭାରତୀୟ ସ୍କ୍ୱାସ ଦଳ ଘୋଷଣା ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ଦଳ ଘୋଷଣା କରାଯାଇଛି। ଫେବ୍ରୁଆରି ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଗୌହାଟୀ ଓ ସିଲଂରେ ଏହି ଗେମ୍ ଅନୁଷ୍ଠିତ ହେବ। ପୁରୁଷ ଟିମ୍ ଚୟନରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ଘଟି ନାହିଁ। ଦଳରେ ସୌରଭ ଘୋଷାଲ, ହରିନ୍ଦର ପଲ ସାନ୍ଧୁ, କୁଶ କୁମାର ଏବଂ ରବି ଦୀକ୍ଷିତ ପ୍ରମୁଖ ସ୍ଥାନ ପାଇଛନ୍ତି। […]

dipika-pallikal

dipika-pallikal

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 07:32 AM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ କ୍ରୀଡ଼ା ପାଇଁ ଶନିବାର ଭାରତୀୟ ସ୍କ୍ୱାସ ଦଳ ଘୋଷଣା ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ଦଳ ଘୋଷଣା କରାଯାଇଛି। ଫେବ୍ରୁଆରି ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଗୌହାଟୀ ଓ ସିଲଂରେ ଏହି ଗେମ୍ ଅନୁଷ୍ଠିତ ହେବ।

ପୁରୁଷ ଟିମ୍ ଚୟନରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ଘଟି ନାହିଁ। ଦଳରେ ସୌରଭ ଘୋଷାଲ, ହରିନ୍ଦର ପଲ ସାନ୍ଧୁ, କୁଶ କୁମାର ଏବଂ ରବି ଦୀକ୍ଷିତ ପ୍ରମୁଖ ସ୍ଥାନ ପାଇଛନ୍ତି। ସେହିଭଳି ମହିଳା ବର୍ଗରେ ଜ୍ୟୋତ୍ସ୍ନା ଚିନାପ୍ପା, ଦୀପିକା ପାଲିକଲ, ସୁନୟନା କୁରୁଭିଲା ଓ ଆକାଂକ୍ଷା ସାଲୁଙ୍କେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story