ପାଣ୍ଡ୍ୟା ଟିମ୍‌ ପାଇଁ କାହିଁକି ଜରୁରୀ, କାରଣ କହିଲେ ଧୱନ୍‌

ମେଲବର୍ଣ୍ଣ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ନିଲମ୍ବିତ କରିଛି। ନିଲମ୍ବନ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ସିରିଜ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ପାଣ୍ଡ୍ୟା କେବେ ଟିମ୍‌କୁ ଫେରିବେ,ସେକଥା ମଧ୍ୟ କେହି ଜାଣନ୍ତି ନାହିଁ। କିନ୍ତୁ ପାଣ୍ଡ୍ୟା ଟିମ୍‌ ପାଇଁ କେତେ ଜରୁରୀ ଥିଲେ ସେକଥା ଦଳର ଓପନର୍‌ ଶିଖର ଧୱନ କହିଛନ୍ତି। ମେଲବର୍ଣ୍ଣଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ […]

i

i

Hemant Lenka
  • Published: Friday, 18 January 2019
  • Updated: 18 January 2019, 09:13 AM IST

Sports

Latest News

ମେଲବର୍ଣ୍ଣ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ନିଲମ୍ବିତ କରିଛି। ନିଲମ୍ବନ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ସିରିଜ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ପାଣ୍ଡ୍ୟା କେବେ ଟିମ୍‌କୁ ଫେରିବେ,ସେକଥା ମଧ୍ୟ କେହି ଜାଣନ୍ତି ନାହିଁ। କିନ୍ତୁ ପାଣ୍ଡ୍ୟା ଟିମ୍‌ ପାଇଁ କେତେ ଜରୁରୀ ଥିଲେ ସେକଥା ଦଳର ଓପନର୍‌ ଶିଖର ଧୱନ କହିଛନ୍ତି।

ମେଲବର୍ଣ୍ଣଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ ପାଣ୍ଡ୍ୟା ଟିମ୍‌ରେ ସନ୍ତୁଳନ ରକ୍ଷା କରୁଥିବା ବେଳା ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଟିମ୍‌ରେ ଥିଲା ବେଳେ ଦଳରେ ବେଶ ସନ୍ତୁଳନ ରହୁଥିଲା।  କେବଳ ପାଣ୍ଡ୍ୟା ନୁହନ୍ତି, କେଦାର ଯାଦବ ମଧ୍ୟ ଯେତେବଳେ ଖେଳନ୍ତି, ତାଙ୍କ ବୋଲିଂ ଆମକୁ ଫାଇଦା ଦିଏ। ସେ ଆମର ଗୋଲଡେନ୍‌ ଆର୍ମ ବୋଲର। ସିଏ ଯେତେବେଳେ ବି ବୋଲିଂ କରିବାକୁ ଆସନ୍ତି, ୱିକେଟ ପାଆନ୍ତି। ଅନେକ ବଡ଼ ବଡ଼ ଭାଗୀଦାରିକୁ ସେ ଭାଙ୍ଗିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ଉଭୟ ଟେଷ୍ଟ ଓ ଦିନିକିଆରେ ଅଲରାଉଣ୍ଡରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ।” ୨୦୧୬ରେ ଭାରତ ପାଇଁ ଡେବ୍ୟୁ କରିଥିବା ପାଣ୍ଡ୍ୟା ଭାରତ ପାଇଁ ୩ଟି ଯାକ ଫର୍ମାଟରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି।

ମହିଳାଙ୍କ ପ୍ରତି ମନ୍ତବ୍ୟ ଦେଇଥିବାରୁ ପାଣ୍ଡ୍ୟାଙ୍କ ସହ ବିସିସିଆଇ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କୁ ମଧ୍ୟ ନିଲମ୍ବିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story