ଦିଲ୍ଲୀ ଟେଷ୍ଟ: ଭାରତର ପ୍ରଥମ ଇନିଂସଠାରୁ ୧୮୦ ରନ୍ ପଛରେ ଶ୍ରୀଲଙ୍କା, ହାତରେ ଅଛି ଗୋଟିଏ ୱିକେଟ

ନୂଆଦିଲ୍ଲୀ: ଅଧିନାୟକ ଚାନ୍ଦିମାଲ ଓ ମାଥ୍ୟୁଜଙ୍କ ଶତକ ସତ୍ତ୍ୱେ କୋଟଲା ଟେଷ୍ଟରେ ଶ୍ରୀଲଙ୍କା ଉପରୁ ସଙ୍କଟ ଟଳିନାହିଁ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୯ ଓ୍ୱିକେଟ ହରାଇ ୩୬୫ ରନ କରିଛି। ଦଳ ହାତରେ ଗୋଟିଏ ଓ୍ୱିକେଟ ଥିବାବେଳେ ଭାରତର ପ୍ରଥମ ଇନିଂସଠାରୁ ଏହା ୧୮୦ ରନ୍ ପଛରେ ଅଛି। ମାଥ୍ୟୁଜ ୧୧୧ ରନ୍ କରି ଆଉଟ ହୋଇଥିବା ବେଳେ ଚାନ୍ଦିମାଲ ୧୪୭ ରନ୍ କରି ଅପରାଜିତ ଅଛନ୍ତି। ଅଶ୍ୱିନଙ୍କୁ ସର୍ବାଧିକ ୩ଟି ଓ୍ୱିକେଟ […]

india

india

Rakesh Mallick
  • Published: Monday, 04 December 2017
  • Updated: 04 December 2017, 07:13 PM IST

Sports

Latest News

ନୂଆଦିଲ୍ଲୀ: ଅଧିନାୟକ ଚାନ୍ଦିମାଲ ଓ ମାଥ୍ୟୁଜଙ୍କ ଶତକ ସତ୍ତ୍ୱେ କୋଟଲା ଟେଷ୍ଟରେ ଶ୍ରୀଲଙ୍କା ଉପରୁ ସଙ୍କଟ ଟଳିନାହିଁ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୯ ଓ୍ୱିକେଟ ହରାଇ ୩୬୫ ରନ କରିଛି। ଦଳ ହାତରେ ଗୋଟିଏ ଓ୍ୱିକେଟ ଥିବାବେଳେ ଭାରତର ପ୍ରଥମ ଇନିଂସଠାରୁ ଏହା ୧୮୦ ରନ୍ ପଛରେ ଅଛି। ମାଥ୍ୟୁଜ ୧୧୧ ରନ୍ କରି ଆଉଟ ହୋଇଥିବା ବେଳେ ଚାନ୍ଦିମାଲ ୧୪୭ ରନ୍ କରି ଅପରାଜିତ ଅଛନ୍ତି। ଅଶ୍ୱିନଙ୍କୁ ସର୍ବାଧିକ ୩ଟି ଓ୍ୱିକେଟ ମିଳିଛି। ସେହିପରି ଜାଡେଜା, ସାମି ଓ ଇଶାନ୍ତ ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି।

ଅଧିନାୟକ ବିରାଟ କୋହଲିଙ୍କ ୨୪୩ ଓ ଓପ୍ନର ମୂରଲୀ ବିଜୟଙ୍କ ୧୫୫ ରନ୍‌ ବଳରେ ଭାରତ ପ୍ରଥ ଇଂନିସ୍‌ରେ ୭ ୱିକେଟ୍‌ ହରାଇ ୫୩୬ ରନ୍‌ କରି ପାଳି ସମାପ୍ତି ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story