ଧୋନିଙ୍କୁ ସ୍ୱାଗତ ଜଣାଇଲେ ସଚିନ

ମୁମ୍ବାଇ: ଗତକାଲି ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦ ଛାଡିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ମାଷ୍ଟ ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସଚିନ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ଓ ଦିନିକିଆ ବିଶ୍ୱକପ୍‌ ଜିତିବାର ସମୟକୁ ମନେ ପକାଇଥିଲେ। ସଚିନ କହିଛନ୍ତି,“ଧୋନିଙ୍କୁ ମୁଁ ତାଙ୍କ ନିଷ୍ପତ୍ତି ପାଇଁ ଅଭିନନ୍ଦନ ଜଣାଉଛି। ସେ ଜଣେ ସ୍ଥିର ଓ ଆକ୍ରାମଣାତ୍ମକ ଖେଳାଳି ଥିଲେ। ଏବେ ସମୟ ଆସିଛି ତାଙ୍କ ସଫଳତାକୁ ନେଇ ଉତ୍ସବ […]

sachin-dhonii

sachin-dhonii

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 05:34 PM IST

Sports

Latest News

ମୁମ୍ବାଇ: ଗତକାଲି ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦ ଛାଡିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ମାଷ୍ଟ ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସଚିନ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ଓ ଦିନିକିଆ ବିଶ୍ୱକପ୍‌ ଜିତିବାର ସମୟକୁ ମନେ ପକାଇଥିଲେ।

ସଚିନ କହିଛନ୍ତି,“ଧୋନିଙ୍କୁ ମୁଁ ତାଙ୍କ ନିଷ୍ପତ୍ତି ପାଇଁ ଅଭିନନ୍ଦନ ଜଣାଉଛି। ସେ ଜଣେ ସ୍ଥିର ଓ ଆକ୍ରାମଣାତ୍ମକ ଖେଳାଳି ଥିଲେ। ଏବେ ସମୟ ଆସିଛି ତାଙ୍କ ସଫଳତାକୁ ନେଇ ଉତ୍ସବ ମନାଇବାର।”

ସୁରେଶ ରାଇନା ଏବଂ ରୋହିତ ଶର୍ମା ମଧ୍ୟ ଧୋନିଙ୍କୁ ତାଙ୍କ ନିଷ୍ପତ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ରାଇନା କହିଛନ୍ତି,“ଭାରତର ସବୁଠାରୁ ଅଧିକ ସଫଳ ଅଧିନାୟକ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି। ସେ ସବୁବେଳେ ଅଧିକ ସ୍ୱପ୍ନ ଦେଖିବାକୁ ଉତ୍ସାହିତ କରୁଥିଲେ ଓ ଏହି ସ୍ୱପ୍ନକୁ ପୂରଣ କରିବାକୁ ଅଧିକ ଯତ୍ନବାନ ହେବାକୁ କହୁଥିଲେ।”

ରୋହିତ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି,“ଧୋନି ହେଉଛନ୍ତି ପ୍ରକୃତ ଲିଡର। ମୋ ପରି ବହୁ ଖେଳାଳି ତାଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ସେ ଯେତେବେଳେ ମୋତେ ଓପ୍ନ କରିବାକୁ କହିଥିଲେ ସେତେବେଳେ ମୁଁ ବହୁତ ପ୍ରଭାବିତ ହୋଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story