ଦେଖନ୍ତୁ କିପରି ସ୍ତ୍ରୀଙ୍କ କଥାରେ ନାଚୁଛନ୍ତି ଧୋନି: ଭାଇରାଲ ହେଲା ଭିଡିଓ

Ordigital Desk
  • Published: Thursday, 09 November 2017
  • , Updated: 09 November 2017, 07:10 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡ୍ୟାନ୍ସ ମୁଡରେ ମହେନ୍ଦ୍ର ସିଂ ଧୋନି। ନ୍ୟୁଜିଲାଣ୍ଡ ସିରିଜ ପରେ ମାହି ବର୍ତ୍ତମାନ ନିଜ ପରିବାର ସହ ସମୟ କାଟୁଛନ୍ତି। ତେବେ ଏହି ସମୟରେ ମାହିଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଭିଡିଓରେ ସାକ୍ଷୀ ଧୋନିଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ। ଏଥିରେ ଧୋନି ପ୍ରଥମେ ଲାଜ କରୁଥିବାବେଳେ ପରେ ସ୍ତ୍ରୀଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଜନ୍&zwnj; ଆବ୍ରାହମଙ୍କ ଏକ ଗୀତରେ ନାଚିଥିଲେ। ଡ୍ୟାନ୍ସରେ ମାହି ଠୁମକା ଦେବା ସହ ଅଣ୍ଟାକୁ ହଲେଇ ଚାଲୁଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।</p> <p>&amp;nbsp;</p>

Related story