ହିନ୍ଦୀ ଖବରକାଗଜ ନାଁରେ ଧୋନିଙ୍କ ୧୦୦କୋଟିର ମାନହାନି ଧମକ

ନୂଆଦିଲ୍ଲୀ: ­ ହିନ୍ଦୀ ଖବର କାଗଜ ‘ସନ୍ ଷ୍ଟାର’ ନାଁରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବେ ଟିମ୍ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ୨୦୧୪ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍‌କୁ ଫିକ୍ସିଂ କରାଯାଇଥିଲା ଓ ଏଥିରେ ଧୋନି ସଂପୃକ୍ତ ଥିଲେ ବୋଲି ଏହି ଖବରକାଗଜ ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ଖବର ପ୍ରକାଶ କରିଥିଲା। ଏହି ଷ୍ଟିଙ୍ଗ୍ ଅପରେସନ୍‌ରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସଂପାଦକ ସୁନୀଲ ଦେବ […]

Dhoni

Dhoni

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 12:57 PM IST

Sports

Latest News

ନୂଆଦିଲ୍ଲୀ: ­ ହିନ୍ଦୀ ଖବର କାଗଜ ‘ସନ୍ ଷ୍ଟାର’ ନାଁରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବେ ଟିମ୍ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

୨୦୧୪ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍‌କୁ ଫିକ୍ସିଂ କରାଯାଇଥିଲା ଓ ଏଥିରେ ଧୋନି ସଂପୃକ୍ତ ଥିଲେ ବୋଲି ଏହି ଖବରକାଗଜ ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ଖବର ପ୍ରକାଶ କରିଥିଲା। ଏହି ଷ୍ଟିଙ୍ଗ୍ ଅପରେସନ୍‌ରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସଂପାଦକ ସୁନୀଲ ଦେବ ଅଭିଯୋଗ କରିଥିଲେ ଯେ ୨୦୧୪ରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଫିକ୍ସିଂ ହୋଇଥିଲା। ପୁଣି ଏହି ପିକ୍ସିଂ କରି ଥିଲେ ଧୋନି।

ଏ ଖବର ପ୍ରକାଶିତ ହେବା ପରେ ଧୋନିଙ୍କ ଓକିଲ ଉକ୍ତ ଖବରକାଗଜକୁ ଏକ ଲିଗାଲ୍ ନୋଟିସ୍ ପଠାଇଛି। ଏଥିରେ କୁହାଯାଇଛି ଯେ ଧୋନିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ କୋର୍ଟରେ ପ୍ରମାଣ କରାଯାଉ ନ ହେଲେ ଏହା ମିଛ ବୋଲି ଘୋଷଣା କରୁ । ଏ ଦୁଇଟି ମଧ୍ୟ କୌଣସିଟି ନ କଲେ ଉକ୍ତ ଖବରକାଗଜ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରାଯିବ ବୋଲି ଧୋନିଙ୍କ ଓକିଲ କହିଛନ୍ତି। ସେ କହିଛନ୍ତି, ଉକ୍ତ ଖବରକାଗଜକୁ ଏକ ୯ ପୃଷ୍ଠା ସମ୍ବଳିତ ନୋଟିସ୍ ପଠାଯାଇଛି। ଏଥିରେ ଷ୍ଟିଙ୍ଗ୍ ଅପରେସନ୍‌ର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। କାରଣ ସୁନୀଲ ଦେବ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି। ସେ ଧୋନିଙ୍କ ବିରୋଧରେ ଫିକ୍ସିଂ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story