ଚାଲିଛି ମହାମୁକାବିଲା: ଫାଇନାଲ ମ୍ୟାଚ୍‌ରେ ଧୋନୀଙ୍କଠୁ ଗୁରୁମନ୍ତ୍ର ନେଇ ପଡିଆକୁ ଓହ୍ଲାଇଛି ମହିଳା ଟିମ୍‌

ଭୁବନେଶ୍ୱର: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଆଇସିସି ମହିଳା ବିଶ୍ୱକପର ମହାମୁକାବିଲା। ଏନେଇ ଉଭୟ ଟିମ୍‌ ଭିନ୍ନ ଭିନ୍ନ ରଣକୌଶଳ ସହ ପଡିଆକୁ ଓହ୍ଲାଇଛନ୍ତି। ହେଲେ ଏହି ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ମହିଳା ଟିମକୁ ଜିତିବା ପାଇଁ  କିଛି ଟିପ୍ସ ଦେଇଛନ୍ତି ଭାରତୀୟ ପୁରୁଷ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ। ଧୋନୀ ପ୍ରଥମେ ଫାଇନାଲ୍‌ ମ୍ୟାଚ୍‌ ବିଷୟରେ ନିଜର ଅନୁଭବ ମହିଳା ଟିମ୍‌ ସହ ସେୟାର କରିଛନ୍ତି। ଏହାପରେ ସେ ମହିଳା […]

ms-dhoni-womens-team

ms-dhoni-womens-team

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 04:21 PM IST

Sports

Latest News

ଭୁବନେଶ୍ୱର: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଆଇସିସି ମହିଳା ବିଶ୍ୱକପର ମହାମୁକାବିଲା। ଏନେଇ ଉଭୟ ଟିମ୍‌ ଭିନ୍ନ ଭିନ୍ନ ରଣକୌଶଳ ସହ ପଡିଆକୁ ଓହ୍ଲାଇଛନ୍ତି। ହେଲେ ଏହି ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ମହିଳା ଟିମକୁ ଜିତିବା ପାଇଁ  କିଛି ଟିପ୍ସ ଦେଇଛନ୍ତି ଭାରତୀୟ ପୁରୁଷ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ।

ଧୋନୀ ପ୍ରଥମେ ଫାଇନାଲ୍‌ ମ୍ୟାଚ୍‌ ବିଷୟରେ ନିଜର ଅନୁଭବ ମହିଳା ଟିମ୍‌ ସହ ସେୟାର କରିଛନ୍ତି। ଏହାପରେ ସେ ମହିଳା ଟିମ୍‌କୁ କହିଛନ୍ତି ଯେ ମ୍ୟାଚ୍‌ର ଫଳାଫଳ ବିଷୟରେ ଅଧିକ ଚିନ୍ତା ନ କରି ବୋଲିଂ, ବ୍ୟାଟିଂ ଓ ବିଶେଷ କରି ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବା ପାଇଁ। ଏହାସହ ଭାରତୀୟ ମହିଳା ଦଳରେ ଯୁବା ଓ ଅନୁଭବୀ ଖେଳିଳା ରହିଛନ୍ତି। ସେମାନଙ୍କ ମଧ୍ୟର ଉଚିତ୍‌ ତାଳମେଳ ରହିଥିବାରୁ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହେବ ବୋଲି ଆଶାକରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos