୧୦ ବର୍ଷ ପରେ ଦିନିକିଆରେ ଧୋନୀ ପାଇଲେ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତ ୯୩ ରନ୍‌ରେ ଜିତିଛି। ଗତକାଲି ଏହି ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜ୍‌ର ଆଣ୍ଟିଗୁଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ୱିକେଟ୍ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ସର୍ବାଧିକ ୭୮ ରନ୍ କରିଥିଲେ। ସେ ୭୯ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୭୮ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ଏଥିପାଇଁ […]

dhoni

dhoni

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 12:04 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତ ୯୩ ରନ୍‌ରେ ଜିତିଛି। ଗତକାଲି ଏହି ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜ୍‌ର ଆଣ୍ଟିଗୁଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ୱିକେଟ୍ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ସର୍ବାଧିକ ୭୮ ରନ୍ କରିଥିଲେ। ସେ ୭୯ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୭୮ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ଏଥିପାଇଁ ଧୋନୀଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା। ତେବେ ଏହି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ସହିତ ତାଙ୍କ କ୍ୟାରିୟରରେ ଆଉ ଏକ କଥା ଯୋଡ଼ି ହୋଇଯାଇଛି। ଜଣେ ଖେଳାଳି ହିସାବରେ ସେ ୧୦ ବର୍ଷ ପରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପାଇଛନ୍ତି। ଜଣେ ଖେଳାଳି ଭାବେ ସେ ଶେଷ ଥର ପାଇଁ ୨୦୦୭ ଜୁନ୍ ୧୦ ତାରିଖରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପାଇଥିଲେ। ସେ ଏସିଆ ଏକାଦଶ ଟିମ୍‌ରେ ସାମିଲ ହୋଇ ଆଫ୍ରିକା ଏକାଦଶ ବିରୋଧରେ ସେହି ଦିନ ଏକ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ଅପରାଜିତ ୧୩୯ ରନ୍ କରିଥିଲେ।

ତେବେ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ୨୦୧୫ରେ ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକ ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍ ପାଇଥିଲେ। ଇନ୍ଦୋରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଧୋନୀ ଅପରାଜିତ ୯୨ ରନ୍ କରିଥିଲେ। ଉକ୍ତ ମ୍ୟାଚ୍‌କୁ ଭାରତ ୨୨ ରନ୍‌ରେ ଜିତି ଥିଲା।

ରିପୋର୍ଟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story