ଧୋନି ହେଉଛନ୍ତି ‘ଡିଆର୍‌ଏସ୍‌’ ରାଜା, ପୁଣି ପ୍ରମାଣିତ ହେଲା

ଦୁବାଇ: ବେଳେ ବେଳେ କୁହାଯାଏ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍ (ଡିଆର୍‌ଏସ୍‌)’କୁ ‘ଧୋନି ରିଭ୍ୟୁ ସିଷ୍ଟମ୍‌’ କରି ଦେଲେ ଭଲ ହୁଅନ୍ତା। ଏହା ଆଦୌ ଅତିରଞ୍ଜିତ ନୁହେଁ। ଗତକାଲି ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳେ ଏହା ପୁଣି ପ୍ରମାଣିତ ହୋଇଛି। ଅଷ୍ଟମ ଓଭରରେ ୟୁଜଭେନ୍ଦ୍ର ଚହଲଙ୍କ ଶେଷ ବଲ୍‌ଟି ଇମାମ୍ ଉଲ୍ ହକ୍‌ଙ୍କ ପ୍ୟାଡ୍‌ରେ ବାଜି ଥିଲା। ଏହା ଏଲ୍‌ବିଡବ୍ଲ୍ୟୁ ବୋଲି ଚହଲ ଦାବି କରିଥିଲେ। କିନ୍ତୁ ଅମ୍ପାୟର ମନା କରି ଦେଇଥିଲେ। ଏହା ପରେ ଧୋନି ଅଧିନାୟକ […]

dhoni

dhoni

Jitendra Garnayak
  • Published: Monday, 24 September 2018
  • Updated: 24 September 2018, 04:05 PM IST

Sports

Latest News

ଦୁବାଇ: ବେଳେ ବେଳେ କୁହାଯାଏ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍ (ଡିଆର୍‌ଏସ୍‌)’କୁ ‘ଧୋନି ରିଭ୍ୟୁ ସିଷ୍ଟମ୍‌’ କରି ଦେଲେ ଭଲ ହୁଅନ୍ତା। ଏହା ଆଦୌ ଅତିରଞ୍ଜିତ ନୁହେଁ।

ଗତକାଲି ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳେ ଏହା ପୁଣି ପ୍ରମାଣିତ ହୋଇଛି।

ଅଷ୍ଟମ ଓଭରରେ ୟୁଜଭେନ୍ଦ୍ର ଚହଲଙ୍କ ଶେଷ ବଲ୍‌ଟି ଇମାମ୍ ଉଲ୍ ହକ୍‌ଙ୍କ ପ୍ୟାଡ୍‌ରେ ବାଜି ଥିଲା। ଏହା ଏଲ୍‌ବିଡବ୍ଲ୍ୟୁ ବୋଲି ଚହଲ ଦାବି କରିଥିଲେ। କିନ୍ତୁ ଅମ୍ପାୟର ମନା କରି ଦେଇଥିଲେ।

ଏହା ପରେ ଧୋନି ଅଧିନାୟକ ରୋହିତ ଶର୍ମାଙ୍କୁ ଚାହିଁ ମୁଣ୍ଡ ହଲାଇ ଦେଇଥିଲେ। ରୋହିତ ରାଜି ହୋଇଯାଇଥିଲେ ଓ ସଙ୍ଗେ ସଙ୍ଗେ ଡିଆର୍‌ଏସ୍‌ ପାଇଁ ଅପିଲ୍ କରିଥିଲେ।

ଡିଆର୍‌ଏସ୍‌ର ଫଳାଫଳ ଭାରତ ସପକ୍ଷରେ ଗଲା। ଇମାମ୍‌ଙ୍କୁ ଆଉଟ୍ ଘୋଷଣା କରାଗଲା।

‘ଡିଆର୍‌ଏସ୍‌’ ଉପରେ ଧୋନିଙ୍କ ଦଖଲକୁ ଭାଷ୍ୟକାର ସୁନୀଲ ଗାଭାସ୍କର ଓ ଲକ୍ଷ୍ମଣ ଶିବରାମକୃଷ୍ଣନ୍ ବି ସ୍ୱୀକାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story