ଧୋନୀଙ୍କ ଆଉ ଏକ ବିଶ୍ୱ ରେକର୍ଡ: ଷ୍ଟମ୍ପିରେ ହାସଲ କଲେ ଶତକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଧୋନୀ ନିଜ ଖେଳ ପାଇଁ ବେଶ ଜଣାଶୁଣା। ବ୍ୟାଟିଂ ହେଉ କିମ୍ବା ୱିକେଟ୍‌ କିପିଂ ସବୁଥିରେ ପାରଙ୍ଗମ। ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ଆଜି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ଏକମାତ୍ର ଖେଳାଳି ଭାବେ ଷ୍ଟମ୍ପିରେ ଶତକ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଶେଷ ତଥା ୫ମ ଦିନିକିଆରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି। ଧୋନୀ ୩୦୧ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 08:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଧୋନୀ ନିଜ ଖେଳ ପାଇଁ ବେଶ ଜଣାଶୁଣା। ବ୍ୟାଟିଂ ହେଉ କିମ୍ବା ୱିକେଟ୍‌ କିପିଂ ସବୁଥିରେ ପାରଙ୍ଗମ। ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ଆଜି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ଏକମାତ୍ର ଖେଳାଳି ଭାବେ ଷ୍ଟମ୍ପିରେ ଶତକ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଶେଷ ତଥା ୫ମ ଦିନିକିଆରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି। ଧୋନୀ ୩୦୧ ତମ ଦିନିକିଆ ମ୍ୟାଚ୍‌ ଖେଳି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଧୋନୀ ଚହଲଙ୍କ ବଲରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ଧନଞ୍ଜୟଙ୍କୁ ଷ୍ଟମ୍ପି କରି ୧୦୦ ତମ କ୍ଲବରେ ତାଙ୍କ ନାଁକୁ ଯୋଡିଛନ୍ତି।

ସେହିପରି ୨ୟ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ କୁମାର ସାଙ୍ଗାକାରା। ସେ ୨୦୦୦ ରୁ ୨୦୧୫ ମସିହା ପର୍ଯ୍ୟନ୍ତି ଶ୍ରୀଲଙ୍କା ଟିମ୍‌ରେ ୪୦୪ଟି ଦିନିକିଆ ଖେଳି ୯୯ଟି ଷ୍ଟମ୍ପି କରିଛନ୍ତି। ତାଙ୍କ ପଛକୁ ତୃତୀୟ ସ୍ଥାନରେ ଶ୍ରୀଲଙ୍କାର କାଲୁବିତରଣା (୧୮୯ ଦିନିକିଆରୁ ୭୫ ଷ୍ଟମ୍ପି), ୪ର୍ଥରେ ପାକିସ୍ଥାନର ମୋଇନ ଖାନ୍‌  (୨୧୯ ଦିନିକିଆରୁ ୭୩ ଷ୍ଟମ୍ପି) ଓ ୫ମ ସ୍ଥାନରେ ଅଷ୍ଟ୍ରେଲିଆର ଗିଲଖ୍ରୀଷ୍ଟ (୨୮୭ଟି ଦିନିକିଆରୁ ୫୫ ଷ୍ଟମ୍ପି) କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story