ଆଇପିଏଲ୍ ବିଜେତା ଟ୍ରଫି ଦେବାକୁ ଚାହୁଁଥିଲେ ଏଡୁଲଜି, କିନ୍ତୁ...

ନୂଆଦିଲ୍ଲୀ: ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ପୁରସ୍କାର ବିତରଣ ସମାରୋହରେ ଏକ ବଡ଼ ବିବାଦ ହେଉ ହେଉ ଅଳ୍ପକେ ରହିଗଲା, କାରଣ ପ୍ରଶାସନିକ କମିଟି (ସିଓଏ)ର ସଦସ୍ୟ ଡାଏନା ଏଡୁଲଜି ପରମ୍ପରାର ବିପରୀତରେ ଯାଇ ବିଜେତା ଦଳକୁ ଟ୍ରଫି ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ପରମ୍ପରା ପାଳନପୂର୍ବକ କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ହିଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ […]

edulji

edulji

Hemant Lenka
  • Published: Monday, 13 May 2019
  • Updated: 13 May 2019, 10:08 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ପୁରସ୍କାର ବିତରଣ ସମାରୋହରେ ଏକ ବଡ଼ ବିବାଦ ହେଉ ହେଉ ଅଳ୍ପକେ ରହିଗଲା, କାରଣ ପ୍ରଶାସନିକ କମିଟି (ସିଓଏ)ର ସଦସ୍ୟ ଡାଏନା ଏଡୁଲଜି ପରମ୍ପରାର ବିପରୀତରେ ଯାଇ ବିଜେତା ଦଳକୁ ଟ୍ରଫି ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ପରମ୍ପରା ପାଳନପୂର୍ବକ କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ହିଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହୋଇଥିବା ଫାଇନାଲ୍ ବେଳେ ସିଓଏ ମୁଖ୍ୟ ବିନୋଦ ରାୟ ଉପସ୍ଥିତ ନଥିଲେ, କିନ୍ତୁ ଅନ୍ୟ ଦୁଇ ସଦସ୍ୟ ଯଥା ଏଡୁଲଜି ଓ ଲେଫ୍ଟନାଣ୍ଟ ଜେନେରାଲ୍ (ଅବସରପ୍ରାପ୍ତ) ରବି ଥୋଡଗେ ହାଇଦ୍ରାବାଦରେ ଅନୁଷ୍ଠିତ ଟାଇଟଲ୍ ଲଢ଼େଇରେ ଉପସ୍ଥିତ ଥିଲେ।

ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, "ଏଡୁଲଜି ଜୟପୁରରେ ଆୟୋଜିତ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ପ୍ରଦାନ କରିଥିଲେ ଏବଂ ସେ ଏଠାରେ ମଧ୍ୟ ଟ୍ରଫି ଦେବାକୁ ଇଚ୍ଛା ଜାହିର୍ କରିଥିଲେ। ତେବେ ସିକେ ଖାନ୍ନା କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ଦ୍ୱାରା ଆଇପିଏଲ୍ ସିଓଓ ହେମାଙ୍ଗ ଅମିନଙ୍କୁ ପଠାଇଥିବା ଚିଠିକୁ ଦେଖାଇଥିଲେ, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଥିଲା ଯେ ଟ୍ରଫି ପ୍ରଦାନ କରିବାର ପରମ୍ପରା ନିର୍ବାହ କରାଯିବା ଦରକାର।"

ସେହିପରି ବିସିସିଆଇର ସୂତ୍ରରୁ ଖବର ମିଳିଛି ଯେ, "ଥୋଡଗେ ଭାରତର ପୂର୍ବତନ ମହିଳା ଅଧିନାୟକ ଏଡୁଲଜିଙ୍କୁ କହିଥିଲେ ଯେ, କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନାଙ୍କୁ ହିଁ ଆଇପିଏଲ୍ ଟ୍ରଫି ପ୍ରଦାନ କରିବା ପାଇଁ ଅନୁମତି ମିଳୁ ଏବଂ ଏହି ମାମଲା ଏହିଠାରେ ଶେଷ ହେବା ଦରକାର ।"

ଖାନ୍ନାଙ୍କ ଦ୍ୱାରା ଟ୍ରଫି ଦିଆଯିବା ନେଇ ଏଡୁଲଜି ଆଦୌ ଖୁସି ନଥିଲେ । କିନ୍ତୁ ପରମ୍ପରାକୁ ସମ୍ମାନ ଜଣାଇଏଡୁଲଜି ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ । ତେବେ ଏହି ମାମଲାରେ ସିକେ ଖାନ୍ନାଙ୍କଠାରୁ କୌଣସି ମତାମତ ମିଳିପାରି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story