ଏହି ମାମଲାରେ ବିସିସିଆଇକୁ ନିଃସର୍ତ୍ତ କ୍ଷମା ମାଗିଲେ କାର୍ତ୍ତିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରୁ ବାଦ୍ ପଡ଼ିଥିବା ଦିନେଶ କାର୍ତ୍ତିକ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍) ମ୍ୟାଚ୍ ବେଳେ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ମ୍ୟାଚ୍ ଦେଖି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିବା କାରଣରୁ ବୋର୍ଡ ନିକଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। କାର୍ତ୍ତିକଙ୍କୁ ଶାହରୁଖ ଖାନଙ୍କ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ସହ ଦେଖିବାକୁ ମିଳିଥିଲା, ଯାହାଙ୍କୁ ନିକଟରେ କୋଲକାତା ନାଇଟ୍ ରାଇଡର୍ସ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ […]

dk

dk

Ranjit Kumar Jena
  • Published: Sunday, 08 September 2019
  • Updated: 08 September 2019, 05:22 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରୁ ବାଦ୍ ପଡ଼ିଥିବା ଦିନେଶ କାର୍ତ୍ତିକ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍) ମ୍ୟାଚ୍ ବେଳେ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ମ୍ୟାଚ୍ ଦେଖି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିବା କାରଣରୁ ବୋର୍ଡ ନିକଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। କାର୍ତ୍ତିକଙ୍କୁ ଶାହରୁଖ ଖାନଙ୍କ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ସହ ଦେଖିବାକୁ ମିଳିଥିଲା, ଯାହାଙ୍କୁ ନିକଟରେ କୋଲକାତା ନାଇଟ୍ ରାଇଡର୍ସ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି।

ଏ ନେଇ ବିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ଜାଣିବା ଦରକାର ଯେ କୌଣସି ଭାରତୀୟ ଖେଳାଳିଙ୍କୁ ଏଭଳି କୌଣସି ବିଦେଶୀ ଲିଗ୍ ବେଳେ ଡ୍ରେସିଂ ରୁମରେ ଯେପରି ଦେଖିବାକୁ ନମିଳୁ। ଉଲ୍ଲେଖଯୋଗ୍ୟ ଯେ, ଟ୍ରିନବାଭୋ ନାଇଟ୍ ରାଇଡର୍ସ ସିପିଏଲର ଟିମ୍ ଏବଂ ଏହା କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ। ଦୁଇ କ୍ଲବର ମାଲିକ ହେଉଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ୍ ଖାନ୍।

ଅଧିକାରୀ ଜଣକ ଆହୁରି ହିଛନ୍ତି, କାର୍ତ୍ତିକ ନିଜ ଭୁଲ ସ୍ୱୀକାର କରିଛନ୍ତି, କାରଣ ସେ ବିସିସିଆଇ ଦ୍ୱାରା ଚୁକ୍ତିବଦ୍ଧ ଖେଳାଳି। କାର୍ତ୍ତିକ ଏଥିପାଇଁ ମଧ୍ୟ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଆମେ ଆଇପିଏଲ୍ ଫ୍ରାଞ୍ଚାଇଜିମାନଙ୍କୂ ସୂଚେଇ ଦେବାକୁ ଚାହୁଁଛୁ ଯେ, ସେମାନେ ପରବର୍ତ୍ତୀ ଦିନରେ ଯେପରି ଏଭଳି କୌଣସି ସ୍ଥିତି ସୃଷ୍ଟି ନକରନ୍ତୁ। କାରଣ କୌଣସି ଭାରତୀୟ ଖେଳାଳିଙ୍କୁ ବିଦେଶୀ ଲିଗ୍ ବେଳେ ଡ୍ରେସିଂ ରୁମ୍ ଶେୟାର କରିବାର ଅନୁମତି ଦିଆଯାଇ ନାହିଁ। ହୁଏତ ଟ୍ରିନବାଗୋ ନାଇଟ୍ ରାଇଡର୍ସ, କେକେଆରର ଏକ ଅଂଶ ଏବଂ ଏହାର ମାଲିକ ଜଣେ ଭାରତୀୟ, କିନ୍ତୁ ବିସିସିଆଇର ନୀତି ଏହାକୁ ନେଇ ପୂରା ସ୍ପଷ୍ଟ।

ନିକଟରେ ବିସିସିଆଇ ସନ୍ନ୍ୟାସ ନେଇଥିବା ଯୁବରାଜ ସିଂହଙ୍କୁ କ୍ୟାନାଡାରେ ଖେଳିବା ପାଇଁ ଅନୁମତି ଦେଇଥିଲା, କିନ୍ତୁ ଏହା ସହ ଅନ୍ୟ ଖେଳାଳିମାନଙ୍କୁ ଏଭଳି ଅନୁମତି ନଦେବାକୁ ସ୍ପଷ୍ଟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story