ଦୀପାଙ୍କୁ ସମ୍ବର୍ଦ୍ଧିତ କରିବେ ତ୍ରିପୁରା ସରକାର

ଅଗରତାଲା: ରିଓ ଅଲିମ୍ପିକ୍‌ରୁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଜିମ୍‌ନାଷ୍ଟ ଦୀପା କର୍ମକାରଙ୍କୁ ସୋମବାର ଦିନ ସମ୍ବର୍ଦ୍ଧିତ କରିବେ ତ୍ରିପୁରା ସରକାର। ଯୁବ ଓ କ୍ରୀଡା ବ୍ୟାପାର ନିର୍ଦ୍ଦେଶକ ଦୁଲାଲ ଦାସ କହିଛନ୍ତି,“ମୁଖ୍ୟମନ୍ତ୍ରୀ ମାନିକ୍‌ ସରକାର ଏବଂ ଯୁବ ଓ କ୍ରୀଡାମନ୍ତ୍ରୀ ସାହିଦ ଚୌଧୁରୀ ଦୀପା ଓ ତାଙ୍କ କୋଚ୍ ବିଶ୍ୱେଶ୍ୱର ନନ୍ଦିଙ୍କୁ ସ୍ୱାମୀ ବିବେକାନନ୍ଦ ମଇଦାନରେ ସମ୍ବର୍ଦ୍ଧିତ କରିବେ।” ଏହି  କାର୍ଯ୍ୟକ୍ରମରେ ଜିମ୍ନାଷ୍ଟ ତଥା ଅର୍ଜୁନ ପୁରସ୍କାର ବିଜେତା ମଣ୍ଟୁ ଦେବନାଥ ଓ ଅନ୍ୟ କ୍ରୀଡାବିତ […]

Dipa-Karmakar

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 05:11 PM IST

ଅଗରତାଲା: ରିଓ ଅଲିମ୍ପିକ୍‌ରୁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଜିମ୍‌ନାଷ୍ଟ ଦୀପା କର୍ମକାରଙ୍କୁ ସୋମବାର ଦିନ ସମ୍ବର୍ଦ୍ଧିତ କରିବେ ତ୍ରିପୁରା ସରକାର।

ଯୁବ ଓ କ୍ରୀଡା ବ୍ୟାପାର ନିର୍ଦ୍ଦେଶକ ଦୁଲାଲ ଦାସ କହିଛନ୍ତି,“ମୁଖ୍ୟମନ୍ତ୍ରୀ ମାନିକ୍‌ ସରକାର ଏବଂ ଯୁବ ଓ କ୍ରୀଡାମନ୍ତ୍ରୀ ସାହିଦ ଚୌଧୁରୀ ଦୀପା ଓ ତାଙ୍କ କୋଚ୍ ବିଶ୍ୱେଶ୍ୱର ନନ୍ଦିଙ୍କୁ ସ୍ୱାମୀ ବିବେକାନନ୍ଦ ମଇଦାନରେ ସମ୍ବର୍ଦ୍ଧିତ କରିବେ।”

ଏହି  କାର୍ଯ୍ୟକ୍ରମରେ ଜିମ୍ନାଷ୍ଟ ତଥା ଅର୍ଜୁନ ପୁରସ୍କାର ବିଜେତା ମଣ୍ଟୁ ଦେବନାଥ ଓ ଅନ୍ୟ କ୍ରୀଡାବିତ ମାନେ ଉପସ୍ଥିତ ରହିବେ।

Related story