ଦୀପସାନ ପାଇବେ ୨୦୧୭ ବର୍ଷ ପାଇଁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ତାରକା ଦୀପସାନ ତିର୍କୀ ପାଇବେ ଏକଲବ୍ୟ ପୁରସ୍କାର। ୨୦୧୭ ବର୍ଷ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ଦୀପସାନଙ୍କୁ ମିଳିବ ୫ ଲକ୍ଷ ଟଙ୍କା। ଏହାସହ ଅମୀୟ ମଲ୍ଲିକ ଏବଂ ଦୀପଗ୍ରେସ୍‌ ଏକ୍କାଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଉଭୟଙ୍କୁ ୫୦,୦୦୦ ଲେଖାଏଁ ଟଙ୍କାରେ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ, ଇମ୍ପା ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଗତ ୨୫ ବର୍ଷ ହେଲା ଏହି ପୁରସ୍କାର ଦିଆଯାଉଛି।

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 08:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ତାରକା ଦୀପସାନ ତିର୍କୀ ପାଇବେ ଏକଲବ୍ୟ ପୁରସ୍କାର। ୨୦୧୭ ବର୍ଷ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ଦୀପସାନଙ୍କୁ ମିଳିବ ୫ ଲକ୍ଷ ଟଙ୍କା।

ଏହାସହ ଅମୀୟ ମଲ୍ଲିକ ଏବଂ ଦୀପଗ୍ରେସ୍‌ ଏକ୍କାଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଉଭୟଙ୍କୁ ୫୦,୦୦୦ ଲେଖାଏଁ ଟଙ୍କାରେ ସମ୍ମାନିତ କରାଯିବ।

ସୂଚନାଯୋଗ୍ୟ, ଇମ୍ପା ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଗତ ୨୫ ବର୍ଷ ହେଲା ଏହି ପୁରସ୍କାର ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story