ବିସିସିଆଇରେ କ୍ଷମତା ଯୁଦ୍ଧ

ମୁମ୍ବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ବିସିସିଆଇରେ ଆରମ୍ଭ ହୋଇଯାଇଛି କ୍ଷମତା ଯୁଦ୍ଧ। ବିସିସିଆଇ ସଚିବ ଅମିତାଭ ଚୌଧୁରୀ ଜୁନ ୨୨ ତାରିଖରେ ସ୍ପେଶାଲ ଜେନେରାଲ ମିଟିଂ (ଏସ୍‌ଜିଏମ୍‌) ବୈଠକ ଡକାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ଏହି ବୈଠକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଶୁକ୍ରବାର ସିଓଏ ଏକ ନୋଟିସ୍‌ ଜାରି କରିଛନ୍ତି। ବୈଠକ ପାଇଁ ସିଓଏଙ୍କ ଅନୁମତି ନିଆଯାଇନାହିଁ କି କୌଣସି ସୂଚନା ଦିଆଯାଇ ନଥିବା ଏଥିରେ […]

bcci

bcci

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 07:27 AM IST

Sports

Latest News

ମୁମ୍ବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ବିସିସିଆଇରେ ଆରମ୍ଭ ହୋଇଯାଇଛି କ୍ଷମତା ଯୁଦ୍ଧ। ବିସିସିଆଇ ସଚିବ ଅମିତାଭ ଚୌଧୁରୀ ଜୁନ ୨୨ ତାରିଖରେ ସ୍ପେଶାଲ ଜେନେରାଲ ମିଟିଂ (ଏସ୍‌ଜିଏମ୍‌) ବୈଠକ ଡକାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ଏହି ବୈଠକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଶୁକ୍ରବାର ସିଓଏ ଏକ ନୋଟିସ୍‌ ଜାରି କରିଛନ୍ତି। ବୈଠକ ପାଇଁ ସିଓଏଙ୍କ ଅନୁମତି ନିଆଯାଇନାହିଁ କି କୌଣସି ସୂଚନା ଦିଆଯାଇ ନଥିବା ଏଥିରେ କୁହାଯାଇଛି। ସିଓଏଙ୍କ ପରବର୍ତ୍ତି ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଅଧିକାରୀମାନେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ତାରିଖରେ ବୈଠକ ହେବ ବୋଲି ବିସିସିଆଇ ଅଧିକାରୀମାନେ କହିଛନ୍ତି।

ଗତ ୩୧ ତାରିଖରେ ଅମିତାଭ ଚୌଧୁରୀ ନୋଟିସ୍‌ ଜାରି କରି ଏସ୍‌ଜିଏମ୍‌ ବୈଠକ ଡକାଇଥିଲେ। ଏଥିପାଇଁ ୧୦ଟି ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ କିଛି ଆର୍ଥିକ ନିଷ୍ପତ୍ତି ଏଜେଣ୍ଡା ମଧ୍ୟ ରହିଛି।

ଏସ୍‌ଜିଏମ୍‌ରେ ହେବାକୁ ଥିବା ଆଲୋଚନା

୧. ଅନ୍ତରାଷ୍ଟ୍ରୀୟ ଓ ଘରୋଇ ଖେଳାଳିଙ୍କ ଚୁକ୍ତି

୨. ବିସିସିଆଇର କମର୍ସିଆଲ ରାଇଟ୍ସ ଓ ସ୍ପନସରସିପ୍‌ ଚୁକ୍ତି

୩. ଆଇସିସି ସହ ଜଡ଼ିତ ପ୍ରସଙ୍ଗ

୪. ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଦ୍ୱାରା ଉଠା ଯାଇଥିବା ଫ୍ୟୁଚର ପ୍ରୋଗ୍ରାମ ପ୍ରସଙ୍ଗ

୫. ବିସିସିଆଇରେ କମିଟି ଓ ସବ୍‌ କମିଟି ଗଠନ

୬. ନୂଆ ନିଯୁକ୍ତି

୭. ବିସିସିଆଇର ପରବର୍ତ୍ତି ପଦକ୍ଷେପ

୮. ନ୍ୟାସନାଲ କ୍ରିକେଟ୍‌ ଏକାଡେମୀ ଉପର ଆଲୋଚନା ଓ ନୂଆ ଏକାଡେମୀ ଗଠନ

୯. ୨୦୧୮-୧୯ ବର୍ଷର ଘରୋଇ ସିଜିନ ଉପରେ ବିଚାର

୧୦. ରାଜ୍ୟ ଆସୋସିଏସନ୍‌ଙ୍କ ଦ୍ୱାରା ଆୟୋଜିତ ଟି-ଟ୍ୱଣ୍ଟି ଉପରେ ଆଲୋଚନା

ଏଥିରେ ଏମିତି କିଛି ପ୍ରସଙ୍ଗ ରହିଛି, ଯାହା ଉପରେ ସିଓଏ ପୂର୍ବରୁ ପ୍ରଶ୍ନ ଉଠାଇଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ଅନୁମତି ନେବାକୁ ଗତ ମାର୍ଚ୍ଚ ୧୫ ତାରିଖରେ ବିସିସିଆଇକୁ ସିଓଏ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିନୋଦ ରାୟଙ୍କ ଅଧ୍ୟକ୍ଷତାରେ ସିଓଏ ଗଠନ କରିଛନ୍ତି। ଲୋଧା କମିଟି ସୁପାରିଶ ଲାଗୁ କରିବାକୁ ଏହି ସିଓଏ ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story