ଡୁପ୍ଲେସିସଙ୍କ ସମ୍ପୂର୍ଣ୍ଣ ମ୍ୟାଚ୍‌ ଫି’ କଟିଲା

ଆଲିଲେଡ: ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସିସଙ୍କ ଗୋଟିଏ ଟେଷ୍ଟ ମ୍ୟାଚ୍‌ର ସମ୍ପୂର୍ଣ୍ଣ ଫି’ କାଟି ଦିଆଯାଇଛି। ଏ ନେଇ ଆଇସିସି ପକ୍ଷରୁ ଆଜି ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଳେ ଡୁପ୍ଲେସିସ ବଲ୍‌ରେ ଏକ ଧାତବ ପଦାର୍ଥ ଲଗାଇ ଏହାକୁ ଖରାପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଭିଡିଓ ଫୁଟେଜ୍‌ ପରୀକ୍ଷା ପରେ ଏହା ସତ୍ୟ ବୋଲି ଜଣାପଡିବାରୁ ଆଇସିସି ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହ ତାଙ୍କର […]

du Plessis

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 05:38 PM IST

ଆଲିଲେଡ: ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସିସଙ୍କ ଗୋଟିଏ ଟେଷ୍ଟ ମ୍ୟାଚ୍‌ର ସମ୍ପୂର୍ଣ୍ଣ ଫି’ କାଟି ଦିଆଯାଇଛି। ଏ ନେଇ ଆଇସିସି ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଳେ ଡୁପ୍ଲେସିସ ବଲ୍‌ରେ ଏକ ଧାତବ ପଦାର୍ଥ ଲଗାଇ ଏହାକୁ ଖରାପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଭିଡିଓ ଫୁଟେଜ୍‌ ପରୀକ୍ଷା ପରେ ଏହା ସତ୍ୟ ବୋଲି ଜଣାପଡିବାରୁ ଆଇସିସି ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାସହ ତାଙ୍କର ରାଙ୍କରେ  ୩ ପଏଣ୍ଟ ଅବନତି ମଧ୍ୟ କରାଯାଇଛି।

Related story