ଦୁଇ ନୂଆ ଟିମ ନେଇ ଖେଳାଯିବ ଆଇପିଏଲର ଆଗାମୀ ଦୁଇ ସିଜିନ, ୨୦୧୮ରେ ସାମିଲ ହେବ ସିଏସକେ ଓ ଆରଆର

ମୁମ୍ବାଇ: ଆଇପିଏଲରେ ଦୁଇ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ (ସିଏସକେ) ଓ ରାଜସ୍ଥାନ ରୟାଲ୍ସ (ଆରଆର)କୁ ବରଖାସ୍ତ କରିବ ନାହିଁ ବିସିସିଆଇ। ଏମାନଙ୍କ ସ୍ଥାନରେ ଆଇପିଏଲର ଆଗାମୀ ସିଜନରେ ଦୁଇଟି ନୂଆ ଟିମ୍ ଖେଳିବେ। ଚେନ୍ନାଇ ଓ ରାଜସ୍ଥାନ ଦୁଇବର୍ଷର ନିଲମ୍ୱନ ଦଣ୍ଡାଦେଶ ପୂର୍ଣ୍ଣ କରିବା ପରେ ଟୁର୍ନାମେଣ୍ଟକୁ ଫେରିବେ। ଆସନ୍ତା ୨୦୧୮ରେ ୧୦ଟି ଦଳକୁ ନେଇ ଖେଳାଯିବ ଆଇପିଏଲ୍। ଆଜି ମୁମ୍ୱାଇରେ ହୋଇଥିବା ବିସିସିଆଇର ୱାର୍କିଂ କମିଟି ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ସେହିପରି ଇଣ୍ଡିଆନ୍ ପ୍ରିମିୟର […]

csk

csk

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 11:05 AM IST

ମୁମ୍ବାଇ: ଆଇପିଏଲରେ ଦୁଇ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ (ସିଏସକେ) ଓ ରାଜସ୍ଥାନ ରୟାଲ୍ସ (ଆରଆର)କୁ ବରଖାସ୍ତ କରିବ ନାହିଁ ବିସିସିଆଇ। ଏମାନଙ୍କ ସ୍ଥାନରେ ଆଇପିଏଲର ଆଗାମୀ ସିଜନରେ ଦୁଇଟି ନୂଆ ଟିମ୍ ଖେଳିବେ। ଚେନ୍ନାଇ ଓ ରାଜସ୍ଥାନ ଦୁଇବର୍ଷର ନିଲମ୍ୱନ ଦଣ୍ଡାଦେଶ ପୂର୍ଣ୍ଣ କରିବା ପରେ ଟୁର୍ନାମେଣ୍ଟକୁ ଫେରିବେ। ଆସନ୍ତା ୨୦୧୮ରେ ୧୦ଟି ଦଳକୁ ନେଇ ଖେଳାଯିବ ଆଇପିଏଲ୍। ଆଜି ମୁମ୍ୱାଇରେ ହୋଇଥିବା ବିସିସିଆଇର ୱାର୍କିଂ କମିଟି ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ସେହିପରି ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ୍ ସ୍ପନସର୍ ମଧ୍ୟ ବଦଳିଛି। ପେପସିକୋ ସ୍ଥାନରେ ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ ଏହାର ନୂଆ ସ୍ପନସର ହୋଇଛି। ଆସନ୍ତା ୨ଟି ସିଜନ ପାଇଁ ଏହି ମୋବାଇଲ୍ କମ୍ପାନୀ ଆଇପିଏଲର ଟାଇଟଲ ସ୍ପନସର୍ ରହିବ। ପୂର୍ବରୁ ଆଇପିଏଲ୍ ଟାଇଟଲ ସ୍ପନସର୍ ଥିବା ପେପସିକୋ ଏଥିରୁ ଓହରି ଯାଇଥିଲା। ନଭେମ୍ୱର ୯ ତାରିଖରେ ହେବାକୁ ଥିବା ଏଜିଏମରେ ଆଇପିଏଲର ଦୁଇ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ବ୍ୟାନ୍ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ୱାର୍କିଂ କମିଟି ବୈଠକରେ କନଫ୍ଲିଟ୍ ଅଫ୍ ଇଣ୍ଟରେଷ୍ଟ ଓ ବିସିସିଆଇ ଅଧ୍ୟକ୍ଷଙ୍କ ଭିଟୋ କ୍ଷମତା ଉଚ୍ଛେଦ ସମ୍ପର୍କରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story