ପଦକ ନେଇ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ଦୁଷ୍ୟନ୍ତ ଚୌହାନ୍‌

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍‌ସରେ ନୌଚଳନାରେ ଆଜି ବ୍ରୋଞ୍ଜ୍‌ ପଦକ ଜିତିଥିବା ଦୁଷ୍ୟନ୍ତ ଚୌହାନ୍ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ପଦକ ନେଇ ପୋଡିୟମରୁ ଫେରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଷ୍ଟ୍ରେଚର ଯୋଗେ ସେଠାରୁ ଚିକିତ୍ସା ପାଇଁ ନିଆଯାଇଥିଲା। ଦୁଷ୍ୟନ୍ତଙ୍କର ରକ୍ତଚାପ ବଢ଼ି ଯାଇଥିବା ଜଣାପଡ଼ିଛି। ଆଜି ସେ ନୌଚାଳନାର ପୁରୁଷ ଲାଇଟ୍‌ୱେଟ୍ ସିଙ୍ଗଲ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ସୂଚନାଯୋଗ୍ୟ, ଦୁଷ୍ୟନ୍ତ ୨୦୧୪ ଏସିଆନ୍‌ ଗେମ୍‌ସରେ ନୌଚାଳାନାରେ କାଂସ୍ୟ ପଦକ ଜିତିଥିଲେ। […]

dushyanta

Jitendra Garnayak
  • Published: Friday, 24 August 2018
  • , Updated: 24 August 2018, 05:27 AM IST

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍‌ସରେ ନୌଚଳନାରେ ଆଜି ବ୍ରୋଞ୍ଜ୍‌ ପଦକ ଜିତିଥିବା ଦୁଷ୍ୟନ୍ତ ଚୌହାନ୍ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ପଦକ ନେଇ ପୋଡିୟମରୁ ଫେରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଷ୍ଟ୍ରେଚର ଯୋଗେ ସେଠାରୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଦୁଷ୍ୟନ୍ତଙ୍କର ରକ୍ତଚାପ ବଢ଼ି ଯାଇଥିବା ଜଣାପଡ଼ିଛି।

[caption id="attachment_267134" align="alignnone" width="750"] photo credit- twitter[/caption]

ଆଜି ସେ ନୌଚାଳନାର ପୁରୁଷ ଲାଇଟ୍‌ୱେଟ୍ ସିଙ୍ଗଲ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।

ସୂଚନାଯୋଗ୍ୟ, ଦୁଷ୍ୟନ୍ତ ୨୦୧୪ ଏସିଆନ୍‌ ଗେମ୍‌ସରେ ନୌଚାଳାନାରେ କାଂସ୍ୟ ପଦକ ଜିତିଥିଲେ।

ଆହୁରି ପଢ଼ନ୍ତୁ: ନୌଚାଳନାରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ୍

 

Related story