ଏସିଆନ୍‌ ଗେମ୍‌ସ: ନୌଚାଳନାରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ୍

ନୂଆଦିଲ୍ଲୀ: ଏସିଆନ୍ ଗେମ୍‌ସରେ ନୌଚାଳନାରେ ଭାରତ ସ୍ୱର୍ଣ୍ଣ ପଦକ ହସଲ୍ କରିଛି। ୪ ଜଣିଆ ପୁରୁଷ ଟିମ୍ ଇଭେଣ୍ଟରେ ଭାରତକୁ ଏହି ପଦକ ମିଳିଛି। ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଟିମ୍‌ରେ ସାୱର୍ଣ୍ଣ ସିଂହ, ଦତ୍ତୁ ବାବନ ଭୋକ୍‌ନାଲ୍, ଓମ୍‌ ପ୍ରକାଶ ଓ ସୁଖ୍‌ମୀତ ସଂହ। ଏହି ପଦକକୁ ମିଶାଇ ଭାରତ ମୋଟ ୫ ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଆଜି ନୌଚାଳନାରେ ଭାରତ ଦୁଇଟି ବ୍ରୋଞ୍ଜ ମଧ୍ୟ ଜିତିଛି। ପୁରୁଷ ଲାଇଟ୍‌ୱେଟ୍ ସିଙ୍ଗଲ୍‌ରେ ଦୁଷ୍ୟନ୍ତ […]

rowers

rowers

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 04:51 AM IST

Sports

Latest News

ନୂଆଦିଲ୍ଲୀ: ଏସିଆନ୍ ଗେମ୍‌ସରେ ନୌଚାଳନାରେ ଭାରତ ସ୍ୱର୍ଣ୍ଣ ପଦକ ହସଲ୍ କରିଛି। ୪ ଜଣିଆ ପୁରୁଷ ଟିମ୍ ଇଭେଣ୍ଟରେ ଭାରତକୁ ଏହି ପଦକ ମିଳିଛି।

ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଟିମ୍‌ରେ ସାୱର୍ଣ୍ଣ ସିଂହ, ଦତ୍ତୁ ବାବନ ଭୋକ୍‌ନାଲ୍, ଓମ୍‌ ପ୍ରକାଶ ଓ ସୁଖ୍‌ମୀତ ସଂହ। ଏହି ପଦକକୁ ମିଶାଇ ଭାରତ ମୋଟ ୫ ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି।

[caption id="attachment_267111" align="aligncenter" width="750"]pp photo credit- hindustantimes[/caption]

ଆଜି ନୌଚାଳନାରେ ଭାରତ ଦୁଇଟି ବ୍ରୋଞ୍ଜ ମଧ୍ୟ ଜିତିଛି। ପୁରୁଷ ଲାଇଟ୍‌ୱେଟ୍ ସିଙ୍ଗଲ୍‌ରେ ଦୁଷ୍ୟନ୍ତ ଚୌହାନ ଏବଂ ଡବଲ୍‌ସରେ ରୋହିତ କୁମାର ଓ ଭଗବାନ ସିଂହ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି।

ଆଜିର ଉଭୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍ ପଦକୁ ମିଶାଇ ଭାରତ ଏଯାବତ ମୋଟ ୨୧ଟି ପଦକ ଜିତିଛି। ଏଥିରେ ୫ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୪ଟି ରୌପ୍ୟ ଓ ୧୨ଟି  ବ୍ରୋଞ୍ଜ ପଦକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story