ଆଉ ୬ ମାସ ବଢ଼ିଲା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅନ୍ତର୍ଜାତୀୟ ଆଥଲେଟିକ୍ ମହାସଂଘ (ଆଇଏଏଏଫ୍‌)ର ଆଣ୍ଡ୍ରୋଜେନ୍ ହରମୋନ୍ କଟକଣାକୁ ପୁଣି ୬ ମାସ ସସ୍‌ପେଣ୍ଡ କଲେ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ (ସିଏଏସ୍‌)। ମାମଲାର ଶୁଣାଣି କରି ସୁଇଜରଲାଣ୍ଡସ୍ଥିତ ସର୍ବୋଚ୍ଚ କ୍ରୀଡା ଅଦାଲତ ସିଏଏସ୍‌ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୨୦୧୫ ମସିହା ଜୁଲାଇ ୨୪ ତାରିଖରେ ସିଏଏସ୍‌ ଏହି ହରମୋନ୍ ଦ୍ୱାରା ମହିଳା ଆଥଲେଟଙ୍କ ପ୍ରଦର୍ଶନ କିଭଳି ପ୍ରଭାବିତ ହୋଇଥାଏ, […]

Dutte-Chand

Dutte-Chand

Rakesh Mallick
  • Published: Friday, 19 January 2018
  • Updated: 19 January 2018, 06:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅନ୍ତର୍ଜାତୀୟ ଆଥଲେଟିକ୍ ମହାସଂଘ (ଆଇଏଏଏଫ୍‌)ର ଆଣ୍ଡ୍ରୋଜେନ୍ ହରମୋନ୍ କଟକଣାକୁ ପୁଣି ୬ ମାସ ସସ୍‌ପେଣ୍ଡ କଲେ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ (ସିଏଏସ୍‌)। ମାମଲାର ଶୁଣାଣି କରି ସୁଇଜରଲାଣ୍ଡସ୍ଥିତ ସର୍ବୋଚ୍ଚ କ୍ରୀଡା ଅଦାଲତ ସିଏଏସ୍‌ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୨୦୧୫ ମସିହା ଜୁଲାଇ ୨୪ ତାରିଖରେ ସିଏଏସ୍‌ ଏହି ହରମୋନ୍ ଦ୍ୱାରା ମହିଳା ଆଥଲେଟଙ୍କ ପ୍ରଦର୍ଶନ କିଭଳି ପ୍ରଭାବିତ ହୋଇଥାଏ, ସେ ସମ୍ପର୍କରେ ଦୁଇ ବର୍ଷ ମଧ୍ୟରେ ଏକ ରିପୋର୍ଟ ଦେବା ଲାଗି ଆଇଏଏଏଫ୍‌କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ ଆଇଏଏଏଫ୍‌ ପକ୍ଷରୁ ଦାଏର ରିପୋର୍ଟରେ ସଂଶୋଧିତ ହରମୋନ କଟକଣା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଏହା ୪୦୦ ମିଟର ଓ ଏକ ମାଇଲ୍ ରେସ କ୍ଷେତ୍ରରେ ଲାଗୁ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ଦୂତି ଆଣ୍ଡ୍ରୋଜେନ୍ ହରମୋନ୍ ସମ୍ପର୍କିତ ଆଇଏଏଏଫ୍‌ର ସଂଶୋଧିତ କଟକଣାକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ ମାମଲାରେ ଅଧିକ ପ୍ରମାଣ ଦେବାକୁ ସିଏଏସ୍‌, ଆଇଏଏଏଫ୍‌କୁ କହିବା ସହ ଆଣ୍ଟି ଆଣ୍ଡ୍ରୋଜେନ ହରମୋନ କଟକଣାର ଅବଧିକୁ ଆହୁରି ୬ ମାସ ବୃଦ୍ଧି କରିଛନ୍ତି। ୨୦୧୪ ରାଜ୍ୟ ଗୋଷ୍ଠୀ କ୍ରୀଡାର ଠିକ୍ ପୂର୍ବରୁ ଦୂତିଙ୍କ ଶରୀରରେ ମାତ୍ରାଧିକ ଆଣ୍ଡ୍ରୋଜେନ ହରମୋନ୍ ଥିବା ଦର୍ଶାଇ ଆଇଏଏଏଫ୍‌ ପକ୍ଷରୁ ଖେଳିବା ଉପରେ କଟକଣା ଜାରି କରାଯାଇଥିଲା।  ଏହା ବିରୋଧରେ ଦୂତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story