ଓଡ଼ିଆ ଝିଅ ଦୂତୀଙ୍କୁ ବ୍ରୋଞ୍ଜ: ଦ୍ୱିତୀୟ ଦିନରେ ଭାରତକୁ ୮ ପଦକ

ଭୁବନେଶ୍ୱର: ଏସୀୟ ଦୌଡ଼କୁଦରେ ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ଓଡ଼ିଆ ଆଥଲେଟ୍‌  ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ଦୌଡ଼ରେ ଦୂତୀ ଏହି ସଫଳତା ହାସଲ କରିଛନ୍ତି। ୧୧.୫୨ସେକେଣ୍ଡରେ ଦୂତୀ ଏହି ସଫଳତା ପାଇଛନ୍ତି। ଦୂତୀଙ୍କ ଏହି ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବ୍ରୋଞ୍ଜ ଜିତିବା ପରେ ନିଜ ପ୍ରତିକ୍ରିୟାରେ ଦୂତି କହିଛନ୍ତି ବର୍ଷା ଯୋଗୁଁ ଆଶାଜନକ ପ୍ରଦର୍ଶନ ହୋଇପାରିଲାନି ତଥାବି  ପ୍ରଦର୍ଶନକୁ ନେଇ ଖୁସି […]

duti aac

duti aac

Rakesh Mallick
  • Published: Friday, 07 July 2017
  • Updated: 07 July 2017, 11:09 PM IST

Sports

Latest News

ଭୁବନେଶ୍ୱର: ଏସୀୟ ଦୌଡ଼କୁଦରେ ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ଓଡ଼ିଆ ଆଥଲେଟ୍‌  ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ଦୌଡ଼ରେ ଦୂତୀ ଏହି ସଫଳତା ହାସଲ କରିଛନ୍ତି। ୧୧.୫୨ସେକେଣ୍ଡରେ ଦୂତୀ ଏହି ସଫଳତା ପାଇଛନ୍ତି। ଦୂତୀଙ୍କ ଏହି ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବ୍ରୋଞ୍ଜ ଜିତିବା ପରେ ନିଜ ପ୍ରତିକ୍ରିୟାରେ ଦୂତି କହିଛନ୍ତି ବର୍ଷା ଯୋଗୁଁ ଆଶାଜନକ ପ୍ରଦର୍ଶନ ହୋଇପାରିଲାନି ତଥାବି  ପ୍ରଦର୍ଶନକୁ ନେଇ ଖୁସି ଅଛି। ଅନ୍ୟପଟେ ଏସିଆନ୍ ଆଥଲେଟିକ୍‌  ଚାମ୍ପିୟନସିପ୍‌  ଦ୍ୱିତୀୟ ଦିନରେ ଭାରତୀୟ ଆଥଲେଟ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଭାରତ ଆଜି ୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସହ ମୋଟ ୮ଟି ପଦକ ହାସଲ କରିଛି। ଏଥିସହ ୬ ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story