ଓଡ଼ିଆ ଆଥଲେଟ୍‌ଙ୍କ କମାଲ: ଶ୍ରାବଣୀ ଓ ଦୂତୀ ଦେଲେ ଭାରତକୁ ଆଉ ଏକ ପଦକ

ଭୁବନେଶ୍ୱର: ମହିଳା ୪ଗୁଣା ୧୦୦ ମିଟର ରିଲେରେ ଭାରତକୁ ଆଉ ଏକ ପଦକ। ମହିଳା ରିଲେରେ ଭାରତ ବ୍ରୋଞ୍ଜ ପଦକ ଲାଭ କରିଛି। ଏହି ଟିମ୍‌ରେ ୪ଜଣ ଆଥଲେଟ୍‌ ଭାଗନେଇଥିବା ବେଳେ ଏଥିରେ ଦୁଇଜଣ ଓଡିଆ ଆଥଲେଟ୍‌ ଦୂତୀ ଓ ଶ୍ରାବଣୀ ଅଂଶଗ୍ରହଣ କରିଥିଲେ। ୪୪.୫୭ ସେକେଣ୍ଡରେ ଏହାକୁ ଅତିକ୍ରମ  କରିଛି ଭାରତ। ଶ୍ରାବଣୀ ଓ ଦୂତୀଙ୍କ ଏହି ସଫଳତା ପାଇଁ ଚାରିଆଡୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

srabani

srabani

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 09:34 PM IST

Sports

Latest News

ଭୁବନେଶ୍ୱର: ମହିଳା ୪ଗୁଣା ୧୦୦ ମିଟର ରିଲେରେ ଭାରତକୁ ଆଉ ଏକ ପଦକ। ମହିଳା ରିଲେରେ ଭାରତ ବ୍ରୋଞ୍ଜ ପଦକ ଲାଭ କରିଛି। ଏହି ଟିମ୍‌ରେ ୪ଜଣ ଆଥଲେଟ୍‌ ଭାଗନେଇଥିବା ବେଳେ ଏଥିରେ ଦୁଇଜଣ ଓଡିଆ ଆଥଲେଟ୍‌ ଦୂତୀ ଓ ଶ୍ରାବଣୀ ଅଂଶଗ୍ରହଣ କରିଥିଲେ। ୪୪.୫୭ ସେକେଣ୍ଡରେ ଏହାକୁ ଅତିକ୍ରମ  କରିଛି ଭାରତ। ଶ୍ରାବଣୀ ଓ ଦୂତୀଙ୍କ ଏହି ସଫଳତା ପାଇଁ ଚାରିଆଡୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos