ଏସୀୟ ଦୌଡ଼କୁଦ: ବିଦେଶୀ ଖେଳାଳିଙ୍କ ଇ-ଭିସା ଅଡୁଆ, ଶେଷରେ ରାଜ୍ୟ ସରକାରଙ୍କ ଚେତା ପଶିଲା, କେନ୍ଦ୍ରକୁ ଲେଖିଲା ଚିଠି

ଭୁବନେଶ୍ୱର: ଆଉ ୪ ଦିନ ପରେ ଏସିଆନ୍ ଏଥଲେଟିକ୍ ଚାମ୍ପିୟନ୍ସିପ୍।  କଳିଙ୍ଗ ଷ୍ଟାଡିୟମ୍ ଟ୍ରାକ୍‌ରେ ଲଢିବେ ୪୦ରୁ ଅଧିକ ଦେଶର ଖେଳାଳି ।  ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି ଖେଳାଳି।  ତେବେ ବିଦେଶୀ ଖେଳାଳିଙ୍କ ପାଇଁ ସମସ୍ୟା କରିଛି ଇ-ଭିସା। ଏହାର ସମାଧାନ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏଣେ ଚାମ୍ପିୟନସିପ୍‌ ସୁରକ୍ଷାର ସମୀକ୍ଷା କରିଛନ୍ତି ରାଜ୍ୟ ଗୃହ ସଚିବ। ତେବେ ଏତେବଡ ପ୍ରତିଯୋଗିତା ଆରମ୍ଭ ହେବାକୁ ମାତ୍ର ୪ ଦିନ […]

STATE

STATE

Rakesh Mallick
  • Published: Friday, 30 June 2017
  • Updated: 30 June 2017, 08:14 PM IST

Sports

Latest News

ଭୁବନେଶ୍ୱର: ଆଉ ୪ ଦିନ ପରେ ଏସିଆନ୍ ଏଥଲେଟିକ୍ ଚାମ୍ପିୟନ୍ସିପ୍।  କଳିଙ୍ଗ ଷ୍ଟାଡିୟମ୍ ଟ୍ରାକ୍‌ରେ ଲଢିବେ ୪୦ରୁ ଅଧିକ ଦେଶର ଖେଳାଳି ।  ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି ଖେଳାଳି।  ତେବେ ବିଦେଶୀ ଖେଳାଳିଙ୍କ ପାଇଁ ସମସ୍ୟା କରିଛି ଇ-ଭିସା। ଏହାର ସମାଧାନ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏଣେ ଚାମ୍ପିୟନସିପ୍‌ ସୁରକ୍ଷାର ସମୀକ୍ଷା କରିଛନ୍ତି ରାଜ୍ୟ ଗୃହ ସଚିବ। ତେବେ ଏତେବଡ ପ୍ରତିଯୋଗିତା ଆରମ୍ଭ ହେବାକୁ ମାତ୍ର ୪ ଦିନ ଥିବା ବେଳେ ଏବେ କାହିଁକି ଉଠିଲା ଇ-ଭିସା ପ୍ରସଙ୍ଗ । ରାଜ୍ୟ ସରକାର ଏ ବିଷୟରେ ଅବଗତ ନ ଥିଲେ କି ?  ଏ ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇଥିଲେ କି ? ଏ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।  ଏଣେ ଚାମ୍ପିୟନ୍ସିପ୍ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା।  ଆଜି ଏନେଇ ସୁରକ୍ଷା କମିଟି ବୈଠକରେ ଏହାର ସମୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story