ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଶୀର୍ଷରେ ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ୍: ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଏଥିସହ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ପ୍ରଥମ ଟେଷ୍ଟ ସିରିଜ୍ ନିଜ ନାଁରେ କରି ଶୀର୍ଷରେ ପହଞ୍ଚିଯାଇଛି। ଭାରତର ଏବେ ମୋଟ ୧୨୦ (୬୦+୬୦) ପଏଣ୍ଟ ହୋଇଛି। ଏଥିସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ କ୍ୟାରିବିୟାନ୍ ଟିମକୁ ମୂଳପୋଛ୍ କରିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିବା ପୂର୍ବରୁ ଭାରତୀୟ […]

team-india

team-india

Ranjit Kumar Jena
  • Published: Tuesday, 03 September 2019
  • Updated: 03 September 2019, 04:00 PM IST

Sports

Latest News

କିଙ୍ଗଷ୍ଟନ୍: ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଏଥିସହ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ପ୍ରଥମ ଟେଷ୍ଟ ସିରିଜ୍ ନିଜ ନାଁରେ କରି ଶୀର୍ଷରେ ପହଞ୍ଚିଯାଇଛି। ଭାରତର ଏବେ ମୋଟ ୧୨୦ (୬୦+୬୦) ପଏଣ୍ଟ ହୋଇଛି। ଏଥିସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ କ୍ୟାରିବିୟାନ୍ ଟିମକୁ ମୂଳପୋଛ୍ କରିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିବା ପୂର୍ବରୁ ଭାରତୀୟ ଟିମ୍ ଏହି ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜକୁ ଯଥାକ୍ରମେ ୨-୦ ଏବଂ ୩-୦ରେ କବଜା କରିଥିଲା।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଟେଷ୍ଟ ଇତିହାସ (୧୯୪୮-୨୦୧୯) ୭୧ ବର୍ଷର ପୁରୁଣା। ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୨୪ ଟେଷ୍ଟ ସିରିଜ୍ ଖେଳାଯାଇଛି, ଯେଉଁଥିରେ ଭାରତ ୧୦ଟି ସିରିଜରେ ବିଜୟୀ ହୋଇଛି ଦୁଇ ଦେଶ ମଧ୍ୟରେ ୨ଟି ସିରିଜ୍ ଡ୍ର' ରହିଥିବା ବେଳେ କ୍ୟାରିବିୟାନ୍ ଟିମ୍ ୧୨ଟି ସିରିଜ୍ ଜିତିଛି। ଦିନ ଥିଲା ଯେତେବେଳେ କ୍ରିକେଟର ବାଦଶାହା କୁହାଯାଉଥିବା ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତୀୟ ଟିମ୍ ଲଗାତାର ସିରିଜ୍ ହାରୁଥିଲା। କ୍ୟାରିବିୟାନ୍ ଟିମ୍ ବିରୋଧରେ ସିରିଜ୍ ଜିତିବାକୁ ଭାରତକୁ ୨୩ ବର୍ଷ (୧୯୪୮ରୁ ୧୯୭୧) ଲାଗିଥିଲା। ୨୦୦୨ ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଚଳିତ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ବିରେଧରେ ଗୋଟିଏ ବିଜୟ ହାସଲ କରିପାରିଲା ନାହିଁ।

୨୦୦୨ରୁ ୨୦୧୯ ପର୍ଯ୍ୟନ୍ତ ଅର୍ଥାତ୍ ୧୭ ବର୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିନା କୌଣସି ଟେଷ୍ଟ ମ୍ୟାଚ୍ ହାରି ଭାରତ ଲଗାତାର ୮ଟି ସିରିଜ୍ ଜିତିସାରିଲାଣି। ଏହା ମଧ୍ୟରେ ଦୁଇ ଦେଶ ମଧ୍ୟରେ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ୧୪ଟି ମ୍ୟାଚ୍ ଜିତିଛି ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ୱେଷ୍ଟଇଣ୍ଡିଜ୍ ଏହା ମଧ୍ୟରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତିପାରିନାହିଁ।

ଚଳିତ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ୍ ଆଗରେ ୪୬୮ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ୱେଷ୍ଟଇଣ୍ଡିଜ୍ ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଟିମ୍ ପକ୍ଷରୁ ଶାମର ବ୍ରୁକ୍ସ ସର୍ବାଧିକ ୫୦ ରନ୍ କରିଥିବା ବେଳେ କ୍ୟାନଟେନ୍ ଜେସନ୍ ହୋଲ୍ଡର୍ ୩୯, ବଦଳ ଖେଳାଳି ଜର୍ମେନ୍ ବ୍ଲାକଉଡ୍ ୩୮, ରୋଷ୍ଟନ୍ ଚେଚ୍ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ହାସଲ କରିଥିଲେ। ଉକ୍ତ ମ୍ୟାଚରେ ଯଥାକ୍ରମେ ୧୧୧ ଓ ୫୩ ରନର ଇନିଂସ୍ ଖେଳିଥିବା ହନୁମା ବିହାରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story