ବର୍ଷା ପାଇଁ ଟସ୍‌ରେ ବିଳମ୍ବ: ଗ୍ରାଉଣ୍ଡ ଏଭଳି କଭର, ଗୋଟିଏ ବୁନ୍ଦା ପାଣି ପଡ଼ିବା ମୁସ୍କିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ-ଶ୍ରୀଲଙ୍କା ମଧ୍ୟରେ ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜି କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯିବ। ଷ୍ଟାଡିୟମରେ ବର୍ତ୍ତମାନ ବର୍ଷା କରାଣରୁ ଟସ୍ ପଡିବାରେ ବିଳମ୍ବ ହୋଇଛି। ମ୍ୟାଚ୍‌ ପୂର୍ବରୁ ବର୍ଷା ହେବା ଫଳରେ ସମ୍ପୂର୍ଣ୍ଣ ଗ୍ରାଉଣ୍ଡକୁ ଆବରଣ କରାଯାଇଛି। ଗ୍ରାଉଣ୍ଡକୁ ଏଭଳି ଭାବେ କଭର କରାଯାଇଛି ଗୋଟିଏ ବୁନ୍ଦା ପାଣି ବି ଗ୍ରାଉଣ୍ଡ ମଧ୍ୟରେ ପଡିପାରିବନି। ବର୍ଷା ଛାଡିବା ମାତ୍ରେ ତୁରନ୍ତ ମ୍ୟାଚ୍‌ ଆରମ୍ଭ ହୋଇପାରିବ ବୋଲି କୁହାଯାଇଛି। […]

ICC World T20 match between India and Pakistan

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 10:15 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ-ଶ୍ରୀଲଙ୍କା ମଧ୍ୟରେ ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜି କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯିବ। ଷ୍ଟାଡିୟମରେ ବର୍ତ୍ତମାନ ବର୍ଷା କରାଣରୁ ଟସ୍ ପଡିବାରେ ବିଳମ୍ବ ହୋଇଛି। ମ୍ୟାଚ୍‌ ପୂର୍ବରୁ ବର୍ଷା ହେବା ଫଳରେ ସମ୍ପୂର୍ଣ୍ଣ ଗ୍ରାଉଣ୍ଡକୁ ଆବରଣ କରାଯାଇଛି। ଗ୍ରାଉଣ୍ଡକୁ ଏଭଳି ଭାବେ କଭର କରାଯାଇଛି ଗୋଟିଏ ବୁନ୍ଦା ପାଣି ବି ଗ୍ରାଉଣ୍ଡ ମଧ୍ୟରେ ପଡିପାରିବନି। ବର୍ଷା ଛାଡିବା ମାତ୍ରେ ତୁରନ୍ତ ମ୍ୟାଚ୍‌ ଆରମ୍ଭ ହୋଇପାରିବ ବୋଲି କୁହାଯାଇଛି।

ବର୍ଷା ହେବା ନେଇ ପୂର୍ବରୁ ସୂଚନା ପାଇ ବେଙ୍ଗଲ କ୍ରିକେଟ୍‌ ବୋର୍ଡ ଏଭଳି ବ୍ୟବସ୍ଥା କରିଛି। ସୂଚନା ଅନୁସାରେ ଆଜି ସକାଳେ ବର୍ଷା କିଛି ସମୟ ପାଇଁ ଛାଡିଯାଇଥିଲା କିନ୍ତୁ ଏହାପରେ ପୁଣିଥରେ ବର୍ଷା ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ମ୍ୟାଚ୍‌ରେ ବିଲମ୍ବ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story