କାଲି ଦ୍ୱିତୀୟ ଦିନିକିଆ: ବର୍ଷା ପରେ ପଡ଼ିଆକୁ ମ୍ୟାଚ୍‌ ଉପଯୋଗୀ କରିବାରେ ଲାଗିପଡିଛି 'ସିଏବି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ। କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଦୁଇ ଦଳ। ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ କାଲିର ମ୍ୟାଚ୍ ଜିତି ସିରିଜ ବିଜୟର ନିକଟତର ହେବାକୁ ଉଦ୍ୟମ କରିବ। ସେପଟେ ଅଷ୍ଟ୍ରେଲିଆ ମ୍ୟାଚ୍ ଜିତି ସିରିଜରେ ବରାବର ସ୍ଥିତିକୁ ଆସିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ତେବେ କାଲିର ମ୍ୟାଚରେ ବର୍ଷା ବାଧକ ସାଜିପାରେ। କୋଲକାତାରେ ବର୍ଷା ଲାଗି ରହିଥିବାରୁ ଦ୍ୱିତୀୟ ମ୍ୟାଚ୍ ବର୍ଷା ବାଧକ ସାଜିପାରେ। ପ୍ରଥମ ଦିନିକିଆରେ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 04:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ। କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଦୁଇ ଦଳ। ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ କାଲିର ମ୍ୟାଚ୍ ଜିତି ସିରିଜ ବିଜୟର ନିକଟତର ହେବାକୁ ଉଦ୍ୟମ କରିବ। ସେପଟେ ଅଷ୍ଟ୍ରେଲିଆ ମ୍ୟାଚ୍ ଜିତି ସିରିଜରେ ବରାବର ସ୍ଥିତିକୁ ଆସିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ତେବେ କାଲିର ମ୍ୟାଚରେ ବର୍ଷା ବାଧକ ସାଜିପାରେ। କୋଲକାତାରେ ବର୍ଷା ଲାଗି ରହିଥିବାରୁ ଦ୍ୱିତୀୟ ମ୍ୟାଚ୍ ବର୍ଷା ବାଧକ ସାଜିପାରେ। ପ୍ରଥମ ଦିନିକିଆରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଅନ୍ୟପଟେ ବର୍ଷା କାରଣରୁ ପଡିଆ ଓଦା ଥିବାରୁ ଏହାକୁ ମ୍ୟାଚ୍‌ ଉପଯୋଗୀ କରିବା ପାଇଁ ଲାଗିପଡିଛି କ୍ରିକେଟ୍ ଆସୋସିଏସନ ଅଫ୍‌ ବେଙ୍ଗଲ। ଆସନ୍ତା କାଲି ମ୍ୟାଚ୍‌ ଖେଳାଯିବାକୁ ନେଇ ସମସ୍ତ ପ୍ରକାର ଚେଷ୍ଟା କରାଯାଉଥିବା ସିଏବି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story