ଏକାଠି ଖେଳିବେ ଧୋନି ଓ ସେହୱାଗ

ଲଣ୍ଡନ: ଏକାଠି ଖେଳିବେ ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ମହେନ୍ଦ୍ର ସଂହ ଧୋନି ଓ ବୀରେନ୍ଦ୍ର ସେହୱାଗ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। କାରଣ ସେହୱାଗ ଭାରତୀୟ ଦିନିକିଆ ଟିମକୁ ଫେରି ନାହାନ୍ତି। ଏ ଦୁହିଁଙ୍କୁ ଇଂଲଣ୍ଡରେ ଖେଳାଯିବାକୁ ଥିବେ ଏକ ଚାରିଟି ମ୍ୟାଚରେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ। ଏହି ଚାରିଟି ମ୍ୟାଚରେ ଆହୁରି ଅନେକ ନାମୀଦାମୀ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେପ୍ଟେମ୍ବର ୧୭ ତାରିଖରେ ଏହି […]

dhonisehwag

dhonisehwag

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 11:05 AM IST

Sports

Latest News

ଲଣ୍ଡନ: ଏକାଠି ଖେଳିବେ ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ମହେନ୍ଦ୍ର ସଂହ ଧୋନି ଓ ବୀରେନ୍ଦ୍ର ସେହୱାଗ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। କାରଣ ସେହୱାଗ ଭାରତୀୟ ଦିନିକିଆ ଟିମକୁ ଫେରି ନାହାନ୍ତି। ଏ ଦୁହିଁଙ୍କୁ ଇଂଲଣ୍ଡରେ ଖେଳାଯିବାକୁ ଥିବେ ଏକ ଚାରିଟି ମ୍ୟାଚରେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ। ଏହି ଚାରିଟି ମ୍ୟାଚରେ ଆହୁରି ଅନେକ ନାମୀଦାମୀ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେପ୍ଟେମ୍ବର ୧୭ ତାରିଖରେ ଏହି ମ୍ୟାଚ୍ ଖେଳାଯିବ। ଧୋନି ଓ ସେହୱାଗ ଏହି ମ୍ୟାଚ ବେଳେ ପକିସ୍ତାନର ସହିଦ ଆଫ୍ରିଦି ଓ ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସଙ୍କ ସହିତ ଡ୍ରେସିଂରୁମ ସେୟାର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos