ପ୍ରଥମ ଦିନରେ ଇଂଲଣ୍ଡ ଅଲ୍‌ ଆଉଟ୍‌, ଭାରତ ୧୯/୦

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ସାଉଥାମ୍ପଟନ୍‌ର ରୋଜ୍‌ ବାଉଲ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ୍‌ ହରାଇ ୧୯ ରନ୍‌ କରିଛି। ଭାରତ ପକ୍ଷରୁ ଶିଖର ଧାୱନ ୩ ରନ୍‌ ଏବଂ ଲୋକେଶ ରାହୁଲ ୧୧ ରନ୍‌ କରି ଅପରାଜିତ ଅଛନ୍ତି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଟିମ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରିପାରି ନଥିଲା। ଦଳ ୭୬.୪ ଓଭରରେ ୨୪୬ ରନ୍‌ରେ ଅଲ୍‌ […]

jasprit

jasprit

Jitendra Garnayak
  • Published: Friday, 31 August 2018
  • Updated: 31 August 2018, 08:24 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ସାଉଥାମ୍ପଟନ୍‌ର ରୋଜ୍‌ ବାଉଲ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ୍‌ ହରାଇ ୧୯ ରନ୍‌ କରିଛି। ଭାରତ ପକ୍ଷରୁ ଶିଖର ଧାୱନ ୩ ରନ୍‌ ଏବଂ ଲୋକେଶ ରାହୁଲ ୧୧ ରନ୍‌ କରି ଅପରାଜିତ ଅଛନ୍ତି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଟିମ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରିପାରି ନଥିଲା। ଦଳ ୭୬.୪ ଓଭରରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା।

viratଭାରତ ପକ୍ଷରୁ ଜସ୍‌ପ୍ରିତ ବୁମ୍ରା ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ମହମ୍ମନ ଶାମି ଏବଂ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ଦଳୀୟ ସ୍କୋର ୧ ରନ୍‌ ହୋଇଥିବା ବେଳେ ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ ବୁମ୍ରା। ଏହାପରେ ଦଳ ଆଉ ବିପର୍ଯ୍ୟୟରୁ ମୁକୁଳି ପାରି ନଥିଲା। କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନଥିଲେ। ଦଳୀୟ ସ୍କୋର୍‌ ୮୬ ରନ୍‌ରେ ପହଞ୍ଚି ଥିବା ବେଳେ ୬ ଜଣ ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇସାରିଥିଲେ।

ଏହାପରେ ମୋଇନ୍‌ ଅଲ୍ଲୀ ଏବଂ ସାମ୍‌ କରାନ୍‌ କିଛି ସମୟ ସଂଘର୍ଷ କରିଥିଲେ। ମୋଇନ୍‌ ୪୦ ଏବଂ କରାନ୍‌ ୭୮ ରନ୍‌ କରି ଆଉଟ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story