ପୁଣି ହାରିଲା ଦକ୍ଷିଣ ଆଫ୍ରିକା, ଟି-୨୦ ସିରିଜ୍ ଜିତିଲା ଇଂଲଣ୍ଡ

ସେଞ୍ଚୁରିଅନ୍‌: କ୍ୟାପଟେନ୍ ଇଆନ୍ ମୋର୍ଗାନ୍‌, ଜୋସ୍ ବଟଲର୍ ଓ ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି ଇଂଲଣ୍ଡ। ରବିବାର ଅନ୍ତିମ ମ୍ୟାଚରେ ଟସ୍ […]

england

england

Ranjit Kumar Jena
  • Published: Sunday, 16 February 2020
  • Updated: 16 February 2020, 09:59 PM IST

Sports

Latest News

ସେଞ୍ଚୁରିଅନ୍‌: କ୍ୟାପଟେନ୍ ଇଆନ୍ ମୋର୍ଗାନ୍‌, ଜୋସ୍ ବଟଲର୍ ଓ ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି ଇଂଲଣ୍ଡ।

ରବିବାର ଅନ୍ତିମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ହେନରିଚ୍ କ୍ଲାସେନ୍ ୩୩ ବଲରେ ଦ୍ରୁତ ୬୬ ରନ୍ କରିଥିଲେ, ଯେଉଁଥିରେ ସେ ୪ ଚୌକା ଓ ସମାନ ସଂଖ୍ୟକ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତେମ୍ବା ବାଭୁମା ୪୯ (୨୪ ବଲ୍‌, ୪ ଚୌକା, ୩ ଛକା), କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକ୍ ୩୫ (୨୪ ବଲ୍‌, ୧ ଚୌକା, ୪ ଛକା) ଓ ଡେଭିଡ୍ ମିଲର୍ ଅପରାଜିତ ୩୫ (୨୦ ବଲ୍‌, ୩ ଚୌକା, ୨ ଛକା) ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଟମ୍ କୁରାନ୍ ଓ ବେନ୍ ଷ୍ଟୋକ୍ସ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ୨୨୩ ରନର ବିଜୟଲକ୍ଷ୍ୟକୁ ଇଂଲଣ୍ଡ ଟିମ୍ ୧୯.୧ ଓଭରରେ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା। ଇଂଲଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମୋର୍ଗାନ୍ ମାତ୍ର ୨୨ ବଲରେ ୭ ଛକା ସହ ଦ୍ରୁତ ଅପରାଜିତ ୫୭ ରନ୍ ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେୟାରଷ୍ଟୋ ୩୪ ବଲରେ ୭ ଚୌକା ଓ ୩ ଛକା ସହ ୬୪, ବଟଲର୍ ୫୭ (୨୯ ବଲ୍‌, ୯ ଚୌକା, ୨ ଛକା) ଏବଂ ଷ୍ଟୋକ୍ସ ୨୨ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ, ଯିଏ ୪ ଓଭରରେ ୫୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story