ଆୟର୍ଲ୍ୟାଣ୍ଡ୍ ଆଗରେ ଆଣ୍ଠେଇଲା ବିଶ୍ୱ ବିଜେତା ଇଂଲଣ୍ଡ

ଲଣ୍ଡନ: ଐତିହାସିକ ଲର୍ଡ୍ସ ମଇଦାନରେ ଆଜି ଇଂଲଣ୍ଡ ଓ ଆୟର୍ଲ୍ୟାଣ୍ଡ୍ ମଧ୍ୟରେ ଏକମାତ୍ର ଟେଷ୍ଟ ଆରମ୍ଭ ହୋଇଛି। ତେବେ ୧୦ ଦିନ ତଳେ ବିଶ୍ୱ ବିଜେତା ହୋଇଥିବା କ୍ରିକେଟର ଜନ୍ମଦାତା ଇଂଲଣ୍ଡ ଏଠାରେ ଆରମ୍ଭ ହୋଇଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଆଣ୍ଠେଇଛି। ମ୍ୟାଚର ପ୍ରଥମ ସେସନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ପଡ଼ୋଶୀ ଟିମର ବୋଲିଂ ଆକ୍ରମଣ ଆଗରେ ଆତ୍ମସମର୍ପଣ କରି ପ୍ରଥମ ଇନିଂସରେ ମାତ୍ର ୨୩.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଛି। ଟେଷ୍ଟ କ୍ରିକେଟରେ ଇଂଲଣ୍ଡର […]

ireland

ireland

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 09:57 PM IST

Sports

Latest News

ଲଣ୍ଡନ: ଐତିହାସିକ ଲର୍ଡ୍ସ ମଇଦାନରେ ଆଜି ଇଂଲଣ୍ଡ ଓ ଆୟର୍ଲ୍ୟାଣ୍ଡ୍ ମଧ୍ୟରେ ଏକମାତ୍ର ଟେଷ୍ଟ ଆରମ୍ଭ ହୋଇଛି। ତେବେ ୧୦ ଦିନ ତଳେ ବିଶ୍ୱ ବିଜେତା ହୋଇଥିବା କ୍ରିକେଟର ଜନ୍ମଦାତା ଇଂଲଣ୍ଡ ଏଠାରେ ଆରମ୍ଭ ହୋଇଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଆଣ୍ଠେଇଛି। ମ୍ୟାଚର ପ୍ରଥମ ସେସନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ପଡ଼ୋଶୀ ଟିମର ବୋଲିଂ ଆକ୍ରମଣ ଆଗରେ ଆତ୍ମସମର୍ପଣ କରି ପ୍ରଥମ ଇନିଂସରେ ମାତ୍ର ୨୩.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଛି।

ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ଏହା ସର୍ବନିମ୍ନ ସ୍କୋର ହୋଇନଥିଲେ ହେଁ, ଏକ ଦୁର୍ବଳ ଟିମ୍ ଅର୍ଥାତ୍ ନିଜର ୨ୟ ଟେଷ୍ଟ ଖେଳୁଥିବା ଆୟର୍ଲ୍ୟାଣ୍ଡ ବିପକ୍ଷରେ ଇଂଲିଶ ଟିମର ଏହା ସବୁଠାରୁ ଖରାପ ପ୍ରଦର୍ଶନ। ଚଳିତ ବର୍ଷ ଇଂଲଣ୍ଡ ଦ୍ୱିତୀୟଥର ଲାଗି ଟେଷ୍ଟରେ କୌଣସି ଟିମ୍ ବିରୋଧରେ ୧୦୦ ରନ୍ ଭିତରେ ଅଲଆଉଟ୍ ହୋଇଛି। ଚଳିତ ବର୍ଷ ଜାନୁଆରୀରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ମାତ୍ର ୭୭ ରନ୍ କରି ଅଲଆଉଟ୍ ହୋଇଥିଲା।

ଆଜି ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ପକ୍ଷରୁ ଓପନ୍ କରିଥିଲେ ଡେବ୍ୟୁଟାଣ୍ଟ ଜେସନ୍ ରୟ (୫) ଓ ରୋରି ବର୍ନସ୍ (୬)। ତେବେ ଦୁହିଁଙ୍କୁ ଆଇରିଶ୍ ପେସର ଟିମ୍ ମର୍ଟାଗ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଇଂଲିଶ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଆୟର୍ଲ୍ୟାଣ୍ଡର ଦମଦାର ବୋଲିଂ ଆଗରେ ତିଷ୍ଠିପାରିନଥିଲେ। ଜୋ ଡେନଲୀ (୨୩), ଶେଷକ୍ରମରେ ସାମ୍ କୁରାନ୍ (୧୮) ଓ ଓଲି ଷ୍ଟୋନ୍ (୧୯)ଙ୍କ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ।

କ୍ୟାପଟେନ୍ ରୁଟ୍ ୨ ରନ୍ କରିଥିବା ବେଳେ ଜନ୍ନି ବେୟାରଷ୍ଟୋ, ମୋଇନ୍ ଅଲୀ ଓ କ୍ରିସ୍ ଓକ୍ସ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଜ୍ୟାକ୍ ଲିଚ୍ ୧ ରନ୍ କରି ଅପରାଜିତ ଥିଲେ। ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ମର୍ଟାଗ୍ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମାର୍କ ଆଡେର୍ ୩ଟି ଓ ବୟଡ୍ ରାନକିନ୍ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story