ଦ୍ୱିତୀୟ ଆଶେସ୍ ଟେଷ୍ଟ୍: ବର୍ଷା ଧୋଇଦେଲା ପ୍ରଥମ ଦିନ

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯିବାକୁଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ଧୋଇ ହୋଇଯାଇଛି। ଏହି ମ୍ୟାଚ୍ ବୁଧବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ଟା ବେଳେ ଆରମ୍ଭ ହେବାର ଥିଲା, କିନ୍ତୁ ବର୍ଷା କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ। ଏହା ପରେ ବର୍ଷା ନିୟମିତ ଲାଗି ରହିବାରୁ ପ୍ରଥମ ଦିନର ଖେଳକୁ ବାତିଲ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ଅମ୍ପାୟାର ସ୍ଥାନୀୟ ସମୟ […]

lords

lords

Ranjit Kumar Jena
  • Published: Wednesday, 14 August 2019
  • Updated: 14 August 2019, 10:19 PM IST

Sports

Latest News

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯିବାକୁଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ଧୋଇ ହୋଇଯାଇଛି। ଏହି ମ୍ୟାଚ୍ ବୁଧବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ଟା ବେଳେ ଆରମ୍ଭ ହେବାର ଥିଲା, କିନ୍ତୁ ବର୍ଷା କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ।

ଏହା ପରେ ବର୍ଷା ନିୟମିତ ଲାଗି ରହିବାରୁ ପ୍ରଥମ ଦିନର ଖେଳକୁ ବାତିଲ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ଅମ୍ପାୟାର ସ୍ଥାନୀୟ ସମୟ ଅପରାହ୍ଣ ୩ଟା ବେଳେ ଟସ୍ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପୁନର୍ବାର ବର୍ଷା ଏଥିରେ ବାଧା ଦେଇଥିଲା।

ଆଶେସର ଡିଫେଣ୍ଡିଂ ବିଜେତା ଅଷ୍ଟ୍ରେଲିଆ ଏଜବାଷ୍ଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚକୁ ୨୫୧ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ଜୋଫ୍ରା ଆର୍ଚର୍ ଟେଷ୍ଟ ଡେବ୍ୟୁ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story