ମନ ଭାଙ୍ଗିଦେଲେ ୧୧ ଝିଅ: ଭାରତକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜେତା   

ଭାରତୀୟ ମହିଳା ଦଳକୁ ରନର୍ସପରେ ସନ୍ତୁଷ୍ଟ ହେବାକୁ ପଡିଛି। ଭରାତୀୟ ଲେଡି ବ୍ରିଗେଡଙ୍କୁ ଲର୍ଡସଠାରେ ହୋଇଥିବା ଟାଇଟଲ ଲଢେଇରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ଆୟୋଜକ ଇଂଲଣ୍ଡଠାରୁ ମାତ୍ର ୯ ରନରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ୨୨୯ ରନର ଟାର୍ଗେଟକୁ ପିଛା କରି  ୨୧୯ ରନ କରି ଅଲ ଆଉଟ ହୋଇଛି ଭାରତ।  ୫ ରନରେ ପ୍ରଥମ ୱିକେଟ ପତନ  ହୋଇଥିଲେ ମଧ୍ୟ ପୁନମ ରାଉତ ଏବଂ ହରମନପ୍ରୀତ  କୌରଙ୍କ  ଅର୍ଦ୍ଧଶତକ ବଳରେ ଦୃଢ ସ୍ଥିତିରେ […]

punam-

punam-

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 10:52 PM IST

Sports

Latest News

ଭାରତୀୟ ମହିଳା ଦଳକୁ ରନର୍ସପରେ ସନ୍ତୁଷ୍ଟ ହେବାକୁ ପଡିଛି। ଭରାତୀୟ ଲେଡି ବ୍ରିଗେଡଙ୍କୁ ଲର୍ଡସଠାରେ ହୋଇଥିବା ଟାଇଟଲ ଲଢେଇରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ଆୟୋଜକ ଇଂଲଣ୍ଡଠାରୁ ମାତ୍ର ୯ ରନରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ୨୨୯ ରନର ଟାର୍ଗେଟକୁ ପିଛା କରି  ୨୧୯ ରନ କରି ଅଲ ଆଉଟ ହୋଇଛି ଭାରତ।  ୫ ରନରେ ପ୍ରଥମ ୱିକେଟ ପତନ  ହୋଇଥିଲେ ମଧ୍ୟ ପୁନମ ରାଉତ ଏବଂ ହରମନପ୍ରୀତ  କୌରଙ୍କ  ଅର୍ଦ୍ଧଶତକ ବଳରେ ଦୃଢ ସ୍ଥିତିରେ ପହଂଚିଥିଲା ଭାରତ। ତେବେ ୧୯୧ ରନରେ ଚତୁର୍ଥ ୱିକେଟ ପଡିବା ପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆର ଶେଷ ୭ ୱିକେଟ୍‌ ମାତ୍ର ୨୮ ରନ କରି  ଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos