ଆର୍ଚର ଓ ଜେସନ୍ ରୟଙ୍କୁ ଜୋରିମାନା

ନଟ୍ଟିଂହାମ୍: ଇଂଲଣ୍ଡ ପେସ୍ ବୋଲର ଜୋଫ୍ରା ଆର୍ଚର ଓ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କ ଉପରେ ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ଏବଂ ଆପତ୍ତିଜନକ ଶବ୍ଦର ପ୍ରୟୋଗ ଯୋଗୁ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜୋରିମାନା ଲଗାଯାଇଛି। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଉପରେ ମଧ୍ୟ ଧିମା ଓଭର ରେଟ୍ କାରଣରୁ ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ପାକିସ୍ତାନ ଟିମ୍ ଉପରେ ମଧ୍ୟ ୧୦ ପ୍ରତିଶତ ଜୋରିମାନା ଲାଗିଛି, କାରଣ ତାଙ୍କ […]

ARCHER

ARCHER

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 04:26 PM IST

Sports

Latest News

ନଟ୍ଟିଂହାମ୍: ଇଂଲଣ୍ଡ ପେସ୍ ବୋଲର ଜୋଫ୍ରା ଆର୍ଚର ଓ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କ ଉପରେ ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ଏବଂ ଆପତ୍ତିଜନକ ଶବ୍ଦର ପ୍ରୟୋଗ ଯୋଗୁ ମ୍ୟାଚ୍ ଫି'ର ୧୫ ପ୍ରତିଶତ ଜୋରିମାନା ଲଗାଯାଇଛି।

ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଉପରେ ମଧ୍ୟ ଧିମା ଓଭର ରେଟ୍ କାରଣରୁ ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ପାକିସ୍ତାନ ଟିମ୍ ଉପରେ ମଧ୍ୟ ୧୦ ପ୍ରତିଶତ ଜୋରିମାନା ଲାଗିଛି, କାରଣ ତାଙ୍କ ଟିମ୍ ନିର୍ଦ୍ଧାରିତ ସମୟରୁ ଗୋଟିଏ ଓଭର ପଛରେ ଥିଲେ।

ଆଶାଳୀନ ଭାଷା କହି ରୟ ଆଚାର ସଂହିତା ଧାରା ୨.୩ର ଉଲ୍ଲଙ୍ଘନ କରିଛନ୍ତି। ଏହି ଘଟଣା ପାକିସ୍ତାନ ଇନିଂସର ୧୪ତମ ଓଭରରେ ଘଟିଥିଲା। ରୟ ଫିଲ୍ଡିଂ ମିସ୍ କରିବା ପରେ ଆଶାଳୀନ ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ଅମ୍ପାୟାର ଶୁଣିନେଇଥିଲେ। ଆର୍ଚର ୨୭ତମ ଓଭରରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ। ଦୁହିଁଙ୍କ ଶୃଙ୍ଖଳାଗତ ରେକର୍ଡ ଖାତାରେ ଏବେ ଗୋଟିଏ ଲେଖାଏ ଡିମେରିଟ୍ ପଏଣ୍ଟ ଯୋଡ଼ି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story