ଗୁରୁବାରଠାରୁ ଫାଲକନ୍ ଚିଲିକା ଫ୍ରେଶ୍ ଇଷ୍ଟଜୋନ୍ ସ୍ନୁକର୍ ଚାମ୍ପିଅନଶିପ୍

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ରାଜ୍ୟରେ କ୍ୟୁ ସ୍ପୋର୍ଟ୍ସର ବିକାଶ ପାଇଁ ଗୁରୁବାରଠାରୁ ସିକ୍ସ-ପକେଟ୍ସ ସ୍ନୁକର୍ କ୍ଲବ୍ ଆନୁକୂଲ୍ୟରେ ଫାଲକନ୍ ଚିଲିକା ଫ୍ରେଶ୍ ପକ୍ଷରୁ ଇଷ୍ଟଜୋନ୍ ସ୍ନୁକର୍ ଚାମ୍ପିୟନଶିପ୍ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୭୦ଜଣ ଖେଳାଳି ଭାଗ ନେବେ। ଏହାଛଡ଼ା ଚାମ୍ପିୟନଶିପରେ ପଡୋଶୀ ରାଜ୍ୟର ୨୦ଜଣ ଖେଳାଳି ଅଂଶଗ୍ରହଣ କରିବେ। ଚାମ୍ପିୟନଶିପର ଟପ୍ ସିଡ୍ ଖେଳାଳି ଭାରବେ ପିଏସପିବିର ଶାବାଜ୍ ଖାନ୍ ରହିଛନ୍ତି। ଜାତୀୟ ସ୍ତରରେ ରେଲୱେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା […]

snooker

snooker

Ranjit Kumar Jena
  • Published: Wednesday, 04 September 2019
  • Updated: 04 September 2019, 04:21 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ରାଜ୍ୟରେ କ୍ୟୁ ସ୍ପୋର୍ଟ୍ସର ବିକାଶ ପାଇଁ ଗୁରୁବାରଠାରୁ ସିକ୍ସ-ପକେଟ୍ସ ସ୍ନୁକର୍ କ୍ଲବ୍ ଆନୁକୂଲ୍ୟରେ ଫାଲକନ୍ ଚିଲିକା ଫ୍ରେଶ୍ ପକ୍ଷରୁ ଇଷ୍ଟଜୋନ୍ ସ୍ନୁକର୍ ଚାମ୍ପିୟନଶିପ୍ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୭୦ଜଣ ଖେଳାଳି ଭାଗ ନେବେ। ଏହାଛଡ଼ା ଚାମ୍ପିୟନଶିପରେ ପଡୋଶୀ ରାଜ୍ୟର ୨୦ଜଣ ଖେଳାଳି ଅଂଶଗ୍ରହଣ କରିବେ।

ଚାମ୍ପିୟନଶିପର ଟପ୍ ସିଡ୍ ଖେଳାଳି ଭାରବେ ପିଏସପିବିର ଶାବାଜ୍ ଖାନ୍ ରହିଛନ୍ତି। ଜାତୀୟ ସ୍ତରରେ ରେଲୱେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ନୀରଜ କୁମାର ଦ୍ୱିତୀୟ ଏବଂ ଓଡ଼ିଶା ସୁବ୍ରତ ଦାସ ତୃତୀୟ ସିଡ୍ ମାନ୍ୟତା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଟପ୍ ଖେଳାଳି ଆକାଶ, ଆଶୁତୋଷ ପାଢ଼ୀଙ୍କ ବ୍ୟତୀତ ୱେଷ୍ଟ ବେଙ୍ଗଲର ନମ୍ବର-୧ ଖେଳାଳି ମନିଷ ଜୈନ୍ ଚାମ୍ପିୟନଶିପର ମୁଖ୍ୟ ଆକର୍ଷଣ ହେବେ।

ଚାମ୍ପିୟନଶିପ୍ ପାଇଁ ମୋଟ ୧ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ବିଜେତାଙ୍କୁ ଟ୍ରଫି ସହ ୨୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଧାର୍ଯ୍ୟ ହୋଇଥିବା ବେଳେ ରନର୍ସଅପଙ୍କୁ ଟ୍ରଫି ସହ ୧୦ହଜାର ଟଙ୍କା, ସେମିଫାଇନାଲିଷ୍ଟଙ୍କୁ ଟ୍ରଫି ସହ ୫ହଜାର ଟଙ୍କା ଲେଖାଏ, କ୍ୱାର୍ଟରଫାଇନାଲିଷ୍ଟଙ୍କୁ ୨୫ଶହ ଟଙ୍କା ଲେଖାଏ, ପ୍ରି-କ୍ୱାର୍ଟରଫାଇନାଲିଷ୍ଟଙ୍କୁ ୧୨୫୦ଟଙ୍କା ଲେଖାଏ ଏବଂ ସର୍ବାଧିକ ବ୍ରେକ୍ (୭୫ରୁ ଅଧିକ) ପାଇଁ ୫ହଜାର ଟଙ୍କାର ପୁରସ୍କାର ରାଶିର ଘୋଷଣା କରାଯାଇଛି। ଏହାଛଡ଼ା ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାରର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସିକ୍ସ-ପକେଟ୍ସ ସ୍ନୁକର୍ କ୍ଲବ୍ ଆନୁକୂଲ୍ୟରେ ଦ୍ୱିତୀୟଥର ପାଇଁ କୌଣସି ବଡ଼ ଚାମ୍ପିୟନଶିପ୍ ଆୟୋଜିତ ହେବାକୁ ଯାଉଛି। ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ଏହି କ୍ଲବ୍ ପକ୍ଷରୁ ଅଲ୍ ଓଡ଼ିଶା ୬-ରେଡ୍ ଚାମ୍ପିୟନଶିପର ସଫଳ ଆୟୋଜନ କରାଯାଇଥିଲା। ସିକ୍ସ-ପକେଟ୍ସ ପକ୍ଷରୁ ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ଉଭୟ ସ୍ନୁକର ଓ ପୁଲ୍ ପାଇଁ ଉନ୍ନତ ବୋର୍ଡ ଯୋଗାଇ ଦିଆଯିବ।

ଚାମ୍ପିୟନଶିପ୍ ପାଇଁ ଏକାଧିକ ପ୍ରାୟୋଜକ ରହିଛନ୍ତି। ଟାଇଟଲ୍ ସ୍ପନସର୍ ଭାବେ ଫାଲକନ୍ ଚିଲିକା ଫ୍ରେଶ୍ ରହିଥିବା ବେଳେ ଅନ୍ୟ ସ୍ପନସର୍ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ସ୍ପେଶିଆଲି, ପିଜିଏଲ୍ ହୋଣ୍ଡା ଆଣ୍ଡ ଓଡ଼ିଟେକ୍ ପ୍ରପର୍ଟିଜ୍ (ଆସୋସିଏଟ୍ ସ୍ପନସର୍), ବ୍ଲୁଟେକ୍ ପ୍ରଡକ୍ସସ୍ ଓ ବିହାନ୍ ସୋଲାର୍ (କୋ-ଆସୋସିଏଟ୍ ସ୍ପନସର୍), ଏହା (ବିଭିରେଜ୍ ପାର୍ଟନର୍), ଲିଙ୍ଗରାଜ୍ ବିସ୍କୁଟ୍ ଆଣ୍ଡ ଭୂକା (ଫୁଡ୍ ପାର୍ଟନର୍), ଟ୍ରିପପ୍ରୋସେସ୍ (ଟ୍ରାଭେଲ୍ ପାର୍ଟନର୍), ପିପୁଲ୍ ହୋଟେଲ୍ ଆଣ୍ଡ୍ ରିସର୍ଟ (ହସ୍ପିଟାଲିଟି ପାର୍ଟନର), ମିଡିଆ ପାର୍ଟନର୍ ଭାବେ ୯୩.୫ ରେଡ୍ ଏଫଏମ୍ ଏବଂ ସିଟି ମିରର୍ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story