ସୋସିଆଲ ମିଡିଆରେ କଟାକ୍ଷ: ୟୁଜର୍ସ କହିଲେ ନେହେରାଙ୍କ ପରେ ଏବେ ଶ୍ରୀନାଥ ଓ ପ୍ରଶାଦଙ୍କୁ ଦଳରେ ସ୍ଥାନ ମିଳିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲର ନେହେରାଙ୍କୁ ନେଇ ଚର୍ଚ୍ଚା ଜୋର। ଆଗମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ସେ ଏବେ ଚର୍ଚ୍ଚାରେ । କାରଣ ଦୀର୍ଘ ଦିନ ପରେ ସେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି। ନେହେରା ନିଜର ଶେଷ ଟି-୨୦ ମ୍ୟାଚ୍‌ ଗତ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏପରି ସ୍ଥିତରେ ୩୮ ବର୍ଷିୟ ନେହେରାଙ୍କୁ ପୁଣି ଟିମରେ ସ୍ଥାନ ମିଳିଥିବା କଥା […]

nehra-5_1506941402_11

nehra-5_1506941402_11

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 12:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲର ନେହେରାଙ୍କୁ ନେଇ ଚର୍ଚ୍ଚା ଜୋର। ଆଗମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ସେ ଏବେ ଚର୍ଚ୍ଚାରେ । କାରଣ ଦୀର୍ଘ ଦିନ ପରେ ସେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି। ନେହେରା ନିଜର ଶେଷ ଟି-୨୦ ମ୍ୟାଚ୍‌ ଗତ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏପରି ସ୍ଥିତରେ ୩୮ ବର୍ଷିୟ ନେହେରାଙ୍କୁ ପୁଣି ଟିମରେ ସ୍ଥାନ ମିଳିଥିବା କଥା କିଛି କ୍ରୀଡାପ୍ରେମୀ ସହଜରେ ଗ୍ରହଣ କରିପାରିନାହାଁନ୍ତି। ସୋସିଆଲ୍‌ ମିଡିଆରେ କିଛି କ୍ରୀଡାପ୍ରେମୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନେହେରାଙ୍କୁ ଦଳରେ ସ୍ଥାନ ମାଳିବା ଘଟଣା ପରେ ଜଣେ ୟୁଜର୍ସ କଟାକ୍ଷ କରି କହିଛନ୍ତି ଯେ ଏହାପରେ ଶ୍ରୀନାଥ ଓ  ପ୍ରସାଦଙ୍କୁ ଦଳରେ ସ୍ଥାନ ମିଳିବ।

ଏପରି ସ୍ଥିତିରେ ନେହେରା ନିଜେ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟ ଚୟନକର୍ତ୍ତା ଓ ଅଧିନାୟକ ଜାଣିଛନ୍ତି ଯେ ମୁଁ  କେଉଁଠି ଅଛି ଓ କଣ କରୁଛି। ଟିମ୍‌ରେ ସ୍ଥାନ ପାଇବା ପାଇଁ ସେ ସର୍ବାଦା ଅଭ୍ୟାସ ଜାରିରଖିବା ସହ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦିଅନ୍ତି ବୋଲି ନେହେରା କହିଛନ୍ତି। ଫଳରେ ତାଙ୍କୁ ଦଳରେ ସ୍ଥାନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story